ମହାନ୍ ଭଲ ଲୋକ କେବେ କରନ୍ତି ନାହିଁ ଏମିତି ଭୂଲ।

 ମହାନ୍ ଲୋକ କେବେ କୁ ପ୍ରାଣୀ ର ହତ୍ୟା କରନ୍ତି ନାହିଁ। ସେମାନେ ସର୍ବଦା ସବୁ ପ୍ରାଣୀ କୁ ଭଲ ପାଆନ୍ତି।


ମହାନ୍ ଲୋକ କେବେ ବି ମିଛ କହନ୍ତି ନାହିଁ। ସେ ସର୍ବଦା ସତ୍ୟତା ଉପରେ ବିଶ୍ଵାସ କରନ୍ତି।

କାହାରି ଏହାର ଉପରେ ପ୍ରହାର କରନ୍ତିନି।ମାନେ ଅନ୍ୟର ଅନିଷ୍ଟ କରନ୍ତିନି। ବ୍ରହ୍ମ ଚର୍ଯା ପାଳନ କରିଥାନ୍ତି।


ସେମାନେ ଆଯାଧ କଥା କୁହନ୍ତି ନାହିଁ। ସ୍ଥାନ ଦେଖି କଥା କୁହନ୍ତି ଏବଂ ଯେତିକି କହିବା ଦରକାର ସେତିକି କୁହନ୍ତି ।

ମହାନ୍ ଲୋକ କେବେ ଲୋଭ କରନ୍ତିନାହି।କୌଣସି ଜିନିଷରେ ତାଙ୍କର ଲୋଭ ନଥାଏ। ସେ ସବୁବେଳେ ତାଙ୍କ ସମ୍ମାନ କୁ ହୁ ଗୁରୁତ୍ୱ ଦିଅନ୍ତି।

ସେମାନେ କାହାରି ଉପରେ ଈର୍ଷା ଏବଂ ଘୂର୍ନା କରନ୍ତିନି।

ସେମାନେ କାହାରି ନିନ୍ଦା ଏବଂ ପ୍ରଂଶସା ରେ ବିଚଳିତ ହୁଆନ୍ତିନୀ।

ଏହି ମଣିଷ ଜୀବନରେ ନିନ୍ଦା ପାଆନ୍ତି ପ୍ରଶଂସା ଭି ପାଆନ୍ତି।ତେଣୁ ନିନ୍ଦା ବେଳେ ଭାଙ୍ଗି ପଡ଼ନ୍ତୁନି ପ୍ରଶଂସା ବେଳେ ପୁରା ଖୁସି ହୁଅନି।

ଏତିକି ଅପଣକର ଜୀବନରେ ପାଳନ କରନ୍ତୁ।ଆପଣ ଭି ଦିନେ ମହାନ ବ୍ୟକ୍ତି ହୋଇପାରନ୍ତି।

Comments