Posts

Showing posts from April, 2021

ଶରୀର ର ଅହି ସ୍ଥାନ ରେ ସାବୁନ ଲଗାନ୍ତୁ ନାହିଁ।

Image
  ବନ୍ଧୁ ଗଣ ଆଧୁନିକ ଯୁଗରେ ସମସ୍ତେ ସୁନ୍ଦର ଦେଖାଯିବ ପାଇଁ ଚାହାଁନ୍ତି।ଏଥି ପାଇଁ କିଏ କେଉଁ କେଉଁ ସବୁ ଉପାୟ କରିଥାନ୍ତି। ସାବୁନ,ଫ୍ରେସ ୱାସ୍ ଏମିତି ବହୁତ କେମିକାଲ ରେ ତିଆରି ହେଉଥିବା କ୍ରୀମ ସବୁ ବ୍ୟବହାର କରିଥାନ୍ତି। ତେବେ ଏହା ଶରୀର ପାଇଁ ଯେତିକି ଭଲ ସେମିତି ଖରାପ ପ୍ରଭାବ ମଧ୍ୟ କିଛି ପକେଇ ଥାଏ। ତେବେ ଆସନ୍ତୁ ଜାଣିବା ଶରୀର ର କେ ଉଁ ଅଙ୍ଗ ରେ ସାବୁନ ଲଗେଇ ବା ଅନୁଚିତ୍। ଶରୀର ର ଗୁପତଙ୍ଗ ରେ ସାବୁନ ଲଗାନ୍ତୁ ନାହିଁ ଏହା ଦ୍ଵାରା ସାବୁନ ର କେମିକାଲ ଜଙ୍ଗଲ ସହ ମିଶି ତ୍ୱଚ୍ଛା ରେ ଯାଦୁ ସୃଷ୍ଟି କରେ। ଯଦି ସାବୁନ ଲଗାଉଛନ୍ତି ତାହେଲେ ସେହି ଜାଗାକୁ ଭଲ ଭାବେ ଗରମ ପାଣିରେ ଧୋଇଦିଅନ୍ତୁ ଓ ଭଲ ଭାବେ ପୋଛି ଦିଅନ୍ତୁ।। ଆଖିରେ ସାବୁନ ଲଗାନ୍ତୁ ନାହିଁ ।ଏହା ଦ୍ଵାରା ଆମ ଆଖିର ଉଜଲତା କମି ଯାଏ ପାରେ।

ମନ୍ଦିର ସବୁଠାରୁ ପବିତ୍ର ସ୍ଥାନ ହୋଇଥିବା ବେଳେ ସେଥି ନଗ୍ନ ମୂର୍ତ୍ତି କାହିଁକି ରହିଥାଏ।

Image
  ମନ୍ଦିର ହେଉଛି ଭଗବାନ ଙ୍କ ବାସ ସ୍ଥଳ ।ଆପଣ ନିଶ୍ଚୟ କୌଣସି ମନ୍ଦିରକୁ ଯାଇଥିବେ ଏବଂ ସେଥି ମନୁଷ୍ୟ ର ନଗ୍ନ ମୂର୍ତ୍ତି ଥିବାର ନିଶ୍ଚିତ ଦେଖିଥିବେ। ତେବେ ଆସନ୍ତୁ ଜାଣିବା ମନ୍ଦିର ରେ ନଗ୍ନ ମୂର୍ତ୍ତି କାହିଁକି ରହିଥାଏ। ପୂର୍ବରୁ ୠଷି ମୁନି ୠଷି ମାନଙ୍କ ପାଖକୁ ମୋକ୍ଷ ପାଇବା ପାଇଁ ଆସୁଥାନ୍ତି।ତେଣୁ ମୋକ୍ଷ ପାଇବାକୁ ଆସୁଥିବା ମନୁଷ୍ୟ କୁ ପରୀକ୍ଷା କରିବା ପାଇଁ ଋଷି ମାନେ ମନ୍ଦିରରେ ଅହି ନଗ୍ନ ମୂର୍ତ୍ତି ଲଗାଇଛନ୍ତି।ଏହା ଜାଣିବା ପାଇଁ କି ମନୁଷ୍ୟ ଅହି କାମନା ବାସନା ରୁ ବାହାରି ମୋକ୍ଷ ପାଇଁ ବାକୁ ତାର ଇଚ୍ଛାଶକ୍ତି କେତେ ରହିଛି। ମନୁଷ୍ୟ ଜାତି କୁ ଆଗକୁ ବଢିବା ପାଇଁ ସମ୍ଭୋଗ ନିହାତି ଦରକାର ।ତେଣୁ ଆଗ ପିଢ଼ି କୁ a ବିଷୟ ରେ ଶିକ୍ଷ୍ୟା ଦେବାପାଇଁ ମଧ୍ୟ ଅହି ନଗ୍ନ ମୂର୍ତ୍ତୀ ମନ୍ଦିର ରେ ଲଗା ଯାଇଥାଏ। 

କାହିଁକି ବିବାହ ପୂର୍ବରୁ ହଳଦୀ ଲଗାଯାଇଥାଏ।

Image
  ବନ୍ଧୁ ଗଣ ବିବାହ ହେଉ କି କୌଣସି ଶୁଭ କାର୍ଯ୍ୟ ହେଉ ସେଥିରେ ଶୁଭ ହେବା ପାଇଁ ଆମେ ହଳଦୀ ଲଗେଇ ଥାଉ। ତେବେ ବିବାହ ରେ ଅଧିକ କିଛି ଫାଇଦା ପାଇଁ ଆମେ ପୁଅ ଓ ଝିଅ କୁ ହଳଦୀ ଲଗେଇ ଥାଉ ।ଆସନ୍ତୁ ସେ ବିଷୟରେ ଆମେ ଜାଣିବା। ବିବାହ ସମୟରେ ପୁଅ ଓ ଝିଅ ହଳଦୀ ଲଗାଇ ଲେ ସେମାନେ ସେ ଦିନ ସମଙ୍କ ଠାରୁ କିଛି ଖାସ ଓ ସୁନ୍ଦର କହନ୍ତି। ହଳଦୀ ଲଗାଇ ବା ଦ୍ଵାରା ସେମାନଙ୍କର ଦେହ ଓ ମନା ଭଲ ରହିଥାଏ।ହଳଦୀ କୁ ଖୁସିର ପ୍ରତୀକ ମାନନ୍ତି ତେଣୁ ହଳଦୀ ନକାରାତ୍ମକ ଶକ୍ତିର ଠାରୁ ଦୂରରେ ରଖେ ଓ ତାଙ୍କ ଜୀବନରେ ଖୁସି ଭାରି ଥାଏ। ବିବାହ ରେ ବୟସ୍କ ସ୍ତ୍ରୀ ମାନେ ପୁଅ ଓ ଝିଅ କୁ ହଳଦୀ ଲଗାଇ ତାଙ୍କ ବୈବାହିକ ଜୀବନ ସୁଖିମୟ ହେଉ ବୋଲି ଭଗବାନ ଙ୍କ ଠାରେ ପ୍ରଥାନ କରିଥାନ୍ତି।

ଶାଢୀ ପିନ୍ଧା ଝିଅ ଙ୍କ ପ୍ରତି ପୁଅ ମନେ କାହିଁକି ବେଶୀ ଆକର୍ଷିତ ହୁଅନ୍ତି।

Image
  ବନ୍ଧୁଗଣ ଅନେ ସମସ୍ତେ ଜାଣୁ ଯେ ହିନ୍ଦୁ ଧର୍ମ ରେ ଶାଢୀ ପିନ୍ଧି ବର ପରମ୍ପରା ଅଛି। ଯେଉଁ ନାରୀ ମନେ ଶାଢୀ ପିନ୍ଧି ଥାନ୍ତି ସେମାନେ ସଂସ୍କାରି , ସୁଶୀଳା ଓ ଗୁଣବତୀ ବୋଲି ଆମେମାନେ ମାନି ଥାଉ। ଆଜିକାଲି ଆଧୁନିକ ଯୁଗରେ ଝିଅ ମାନେ ଲେହେଙ୍ଗ, ଜିନସ୍ ଏସବୁ ପିନ୍ଧିବାକୁ ଝିଅ ମାନେ ଅଧିକ ପସନ୍ଦ କରିଥାନ୍ତି। କିଛି ପର୍ବ ପର୍ବାଣୀ ହେଲେ ଝିଅମାନେ ଶାଢୀ ପିନ୍ଧି ଥାନ୍ତି ପୁଅମାନେ ତାଙ୍କୁ ଶାଢୀ ପିନ୍ଧି ଥିବାର ଦେଖି ତାଙ୍କ ଆଖି ଲାଖି ରହି ଯାଇ ଥାଏ। ତେବେ ଆସନ୍ତୁ ଏହାର କାରଣ ବିଷୟରେ ଜାଣିବା। ପୁମନେ ଛୋଟା ବେଳୁ ତାଙ୍କ ମା,ମାଉସୀ,ଖୁଡି, ମାଇ ସଭିଙ୍କୁ ଶାଢୀ ପିନ୍ଧି ଥିବାର ଦେଖୁଥନ୍ତି ।ସେମାନେ ଭାରି ଭଲ ମାନେ ସଂସ୍କାରୀ,ଗୁଣବତୀ ଓ ସୁଶୀଳା ହୋଇ ଥିବାରୁ ସେମାନେ ଭାବନ୍ତି ଯେ ଶାଢୀ ପିନ୍ଧି ଧିବା ଝିଅ ମଧ୍ୟ ସେମିତି ସୁଶୀଳା, ଶଂସ୍କାରୀ ଓ ଗୁଣବତୀ ହୋଇ ଥିବା। ତେଣୁ ପୁଅମାନେ ଶାଢୀ ପିନ୍ଧି ଥିବା ଝିଅ କୁ ଅଧିକ ପଶନ୍ଦ କରନ୍ତି।

ସେକ୍ସ କରିବାର କେତେ ସମୟ ମଧ୍ୟ ମହିଳା ମନେ ଗର୍ଭବତୀ ହୋଇଥାନ୍ତି।

Image
 ବନ୍ଧୁ ଗଣ ଗର୍ଭବତୀ ହେବାପାଇଁ ମହିଳା ମାନଙ୍କୁ ପୁରୁଷ ସହ ସେକ୍ସ କରିବାକୁ ପଡ଼ିଥାଏ।କିନ୍ତୁ ଆଜି କାଲି ବିନା ସେକ୍ସ ରେ ମଧ୍ୟ ମହିଳା ମନେ ଗର୍ଭବତୀ ହୋଇପାରନ୍ତି ବିଜ୍ଞାନ ଯୋଗୁ।।ତେବେ ଆସନ୍ତୁ ଜାଣିବା ସେକ୍ସ କରିବାର କେତେ ସମୟ ମଧ୍ୟରେ ମହିଳା ମନେ ଗର୍ଭବତୀ ହୋଇଥାନ୍ତି। ମହିଳା ମାନେ ସେକ୍ସ କରିସାରିବା ପରେ ସେମାନେ ଚିନ୍ତା କରିଥାନ୍ତି ଯେ ସେମାନେ କେତେ ସମୟ ପରେ ଗର୍ଭବତୀ ହୋଇ ପାରିବେ।ସେକ୍ସ କରିବାର 72 ଘଣ୍ଟା ମଧ୍ୟରେ ପୁରୁଷ ମାନଙ୍କ ଶୁକ୍ରାଣୁ ମହିଳା ମାନଙ୍କର ଅଣ୍ଡକୋଷ କୁ ଯାଇ ଭ୍ରୁଣ ସୃଷ୍ଟି କରନ୍ତି ଓ ମହିଳା ମାନେ ଗର୍ଭବତୀ ହୋଇଯାଆନ୍ତି। ଯଦି 72 ଘଣ୍ଟା ମଧ୍ୟରେ ପୁରୁଷ ଙ୍କ ଶୁକ୍ରାଣୁ ଭ୍ରୁଣ ସୃଷ୍ଟି କରିନପାରେ ତାହେଲେ ଶୁକ୍ରାଣୁ ନଷ୍ଟ ହୋଇଯାଏ ଓ ମହିଳା ଗ୍ରଭବତି ହୋଇପାରନ୍ତି ନାହିଁ।

ରାସ୍ତାରେ ବିଲେଇ ଦେଖିଲେ ଅଶୁଭ କାହିଁକି।

Image
 ବନ୍ଧୁ ଗଣ ମଣିଷ ଆଜି ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସରିଲେ ମଧ୍ୟ କିଛି ଅନ୍ଧ୍ୟା ବିଶ୍ଵାସ କଥାକୁ ଆମେ ବିଶ୍ଵାସ କରୁ।  କୁହାଯାଏ ଘରୁ ବାହାରିବା ସମୟରେ କେହି ଛିଙ୍କିଲେ ଅଶୁଭ ହୋଇଥାଏ।ସେହିପରି ରାସ୍ତାରେ ଯାଉଥିବା ସମୟରେ ଯଦି ବିଲେଇ ରାସ୍ତା କାଟ କରେ ତାହେଲେ ଅଶୁଭ ବୋଲି କହନ୍ତି।ଚାଲନ୍ତୁ ଏହା ବିଷୟରେ ଭଲ ଭାବରେ ଜାଣିବା। ସାଧାରଣ ଭାବରେ ରାସ୍ତାରେ ଯାଉଥିବା ସମୟରେ ଯଦି ବିଲେଇ ବାମରୁ ଡାହାଣ କୁ ଯାଇ ରାସ୍ତା କାଟ କରେ ତାହେଲେ ଅଶୁଭ ହୋଇଥାଏ ଏବଂ ଡାହାଣରୁ ବାମକୁ ଯଦି ରାସ୍ତା କାଟ କରେ ତାହେଲେ ଅଶୁଭ ମାନନ୍ତି ନାହିଁ । କୁକୁର ପରି ବିଲେଇ ମାନଙ୍କ ପାଖରେ ମଧ୍ୟ ସାଷ୍ଟିୟ ଇନ୍ଦ୍ରିୟ ଥାଏ ତେଣୁ କୌଣସି ଘଟଣା ଘଟିବା ପୂର୍ବୁରୁ ସେମାନେ ଜାଣିପାରନ୍ତି।

ସମ୍ଭୋଗ ପରେ ମହିଳା ମାନେ କାହିଁକି ଉଦାସ ହୋଇ ପଡନ୍ତି।

Image
  ବନ୍ଧୁ ଗଣ ପତି ପତ୍ନୀ ଙ୍କ ସମ୍ପର୍କ ସବୁ ସମ୍ପର୍କ ଠାରୁ ଅଧିକ ମହତ୍ତ୍ଵ ପୂର୍ଣ୍ଣ ଓ ବିଶ୍ବାସୀ ହୋଇଥାଏ ଏବଂ ଏ ବୟସରେ ପ୍ରେମ,ଭଲପାଇବା ,ରୋମାନ୍ସ ନିହାତି ଭାବେ କରିବା ଦରକାର।ଏହାପରେ ଆସେ ସମ୍ଭୋଗ ତେବେ ଆସନ୍ତୁ ଜାଣିବା ସମ୍ଭୋଗ ପରେ ମହିଳା ମନେ କାହିଁକି ଉଦାସ ହୋଇ ଯାଆନ୍ତି। ସମ୍ଭୋଗ କରିସାରିବା ପରେ ମହିଳା ମାନଙ୍କ ଠାରେ ଅନେକ ପ୍ରକାର ର ପରିବର୍ତ୍ତନ ହୋଇଥାଏ। ଡକ୍ଟର ଙ୍କ କହିବା ଅନୁସାରେ ପ୍ରଜୁଷ୍ଟରନ ହର୍ମନ ର ସ୍ରାବ କମ ହୋଇଥାଏ ଏବଂ  ମେଟେଟନିନେନ୍ ହାର୍ମନ ର ସ୍ରାବ ଅଧିକ ହୋଇଥାଏ। ତେଣୁ ସେମାନଙ୍କ ର ମୁଣ୍ଡ ବ୍ୟଥା ହୋଇଥାଏ।ପରେ ସେମାନେ ଏଥିପାଇ ଉଦାସ ହୋଇ ପଡନ୍ତି।ତାଙ୍କର ମନ ଖୁସି କରିବାପାଇଁ ତାଙ୍କୁ କିଛି ମିଠା ମିଠା କଥା କୁହନ୍ତୁ ଏବଂ ଚା କରି ପୀବା ପାଇ କୁହନ୍ତୁ।

ନାରୀ ର ହସର ଲକ୍ଷଣ କୁ ଦେଖି ନାରୀ କୁ କେମିତି ଚିହ୍ନିବା।

Image
ବନ୍ଧୁ ଗଣ ନାରୀ ମାନଙ୍କର ଫେସ୍ ଯେମିତି ଅଲଗା ଓ ସୁନ୍ଦର ହୋଇଥାଏ ଏମାନଙ୍କ ହସ ମଧ୍ୟ ଅଲଗା ଅଲଗା ଓ ସୁନ୍ଦର ମଧ୍ୟ ହୋଇଥାଏ ଆସନ୍ତୁ ଜାଣିବା କେଉଁ ନାରୀ କେମିତି ହସିଲେ ସେମାନଙ୍କ ଗୁଣ କେମିତି ହୋଇଥାଏ। ଯେଉଁ ନାରୀ ହସିବା ବେଳେ ତାର ପୁରା ଦେହ ଥରି ଥାଏ ସେ ନାରୀ ଷୌଭାଗ୍ୟ ଶାଳୀ ହୋଇଥାଏ।। ଯେଉଁ ନାରୀ ମାନେ ଯେଉଁ କୌଣସି ଭି କଥାରେ ମନ ଖୋଲି ହସିଥାନ୍ତି ସେମାନେ ସାରଳା ହୋଇଥାନ୍ତି।ତାଙ୍କ ମନ ଖୋଲା ରହିଥାଏ।ସେ ମାନଙ୍କ ପାଖରେ ଛନ୍ଦ କପଟ ନଥାଏ।।।ସେମାନେ ମନ କଥା ଖୋଲିକି ସାଙ୍ଗ ମାନଙ୍କୁ କହି ଦିଅନ୍ତି।। ଯେଉଁ ନାରୀ ମାନେ କୌଣସି କଥାରେ ଠୋ ଥହୋ ହୋଇ ହସନ୍ତି ସେମାନେ ଙ୍କର୍ ଚରିତ୍ର ବହୁତ ହିଁ ଖରାପ ହୋଇ ଥାଏ।  ଯେଉଁ ନାରୀ ମୂର୍କି ହସି ରହି ଯାଆନ୍ତି ସେମାନେ ଶୁଖି ରୁହନ୍ତି ଏବଂ ପାଖ ଲୋକକୁ ମଧ୍ୟ ଶୁଖି ରଖନ୍ତି। ଯେଉଁ ନାରୀ ହସିଲେ ଓଠର ଦୁଇ ପାଖରେ ବଡ଼ ଖାଲଗାର ସୃଷ୍ଟି ହୁଏ ସେ ବିପତି ହୁଅନ୍ତି।। ଯେଉଁ ନାରୀ ହସିଲେ ଗାଲରେ ଖାଲ କଣା ସୃଷ୍ଟି ହୁଏ ସେ ଭାଗ୍ୟ ଶାଳୀ ହୋଇଥାନ୍ତି।

17 ବର୍ଷ ରୁ କମ ବୟସର ଝିଅ ର ଦୁର୍ବଳତା କଣ ଜାଣନ୍ତୁ।

Image
 ବନ୍ଧୁ ଗଣ ଆସନ୍ତୁ ଜାଣିବା ୧୭ ବର୍ଷ ରୁ କମ ଝିଆସବୁ  କଣ କରିବାକୁ ପାଗଳ ପରି ହୁଅନ୍ତି ଓ କଣ କାମ ସବୁ କରିବାକୁ ଭଲ ପାଆନ୍ତି। ବନ୍ଧୁ ଗଣ ୧୭ ବର୍ଷ ର ଝିଅ ମାନଙ୍କର ବହୁତ ହାଲ୍କା ହୋଇଥାଏ। ଏମାନଙ୍କର ମନରେ କୌଣସି ଗୋଟିଏ ଜିନିଷ ମାନେ ଭାବନା ବସିଗଲେ ଏମାନେ ତାହାକୁ ହିଁ ଠିକ୍ ଭାବି ଥାନ୍ତି।ଏମାନେ ନୂଆ ନୂଆ ଦୁନିଆକୁ ଦେଖିଥାନ୍ତି ତେଣୁ ଜୀବନକୁ ଭଲ ଭାବେ ବୁଝିପାରନ୍ତିନାହିଁ। କାମ ବୟସର ଝିଅମାନେ ବହୁତ କାମ ଦୀମାଗ ବାଲି ହୋଇଥାନ୍ତି ଓ ଏହା ହିଁ ତାଙ୍କର ସବୁଠୁ କାମ ଦୁର୍ବଳତା। ଏମାନେ ଅଧିକାଂଶ ପର ବୁଦ୍ଧିରେ ହିଁ କାମ ସବୁ କରିଥାନ୍ତି। କାମ ବୟସର ଝିଅମାନେ ଶୀଘ୍ର ପଟି ଯାଆନ୍ତି। ଆ ମନେ   ନୁହେଁ ଏମାନେ ସମସ୍ତଙ୍କୁ ପଟିଯିବେ।ଏମାନେ ତାଙ୍କ ଲେବେଲ ଦେଖନ୍ତି ଯଦି କୁ ପୁଅ ପଶନ୍ଦ ଆସେ ତାକୁ ଶୀଘ୍ର ପଟି ଯାଆନ୍ତି।ବେଶୀ କିଛି ଭାବନ୍ତି ନାହିଁ। ଏମାନେ ନିଜ ବୟସ ଠାରୁ ଅଧିକ ବୟସ ଥିବା ପୁଅମାନଙ୍କୁ ବେଶୀ ପଶନ୍ଦ କରନ୍ତି ।ଏବଂ ତାଙ୍କ ସହ କଥା ହେଲା ପରେ ସେ ଯାହା ଭି ବତେଇବେ ସେମିତି କାମ କରିବସନ୍ତି। ତେଣୁ କାମ ବୟସରୁ ହିଁ ଝିଅମାନେ ପଟି ଯାଆନ୍ତି।  ଏମାନଙ୍କର ସବୁଠାରୁ ବଡ଼ ଦୁର୍ବଳ ତା ପର କଥା ଶୁଣନ୍ତି ତେଣୁ ଯଦି ଏହି କାମ ବୟସର ଝିଅ ଆପଣକୁ ଧୋକା ଦେଉଚି ତ ଜନିନିଆନ୍ତୁ ଆପଣଙ୍କର ପ୍ରେମ ରେ କିଏ ତାକୁ ବତେଇକି ବାଧା ଦେଉଛ ସେ ଘର ଲୋକ ହେଇପାରେ ତାର କେଉଁ ସାଙ୍ଗ ଭି ହୋଇପାରେ।

ମହିଳା ମାନଙ୍କୁ ସ୍ମଶାନ ଘାଟ ଯିବା ମନା କାହିଁକି।।

Image
ହିନ୍ଦୁ ଧର୍ମ ରେ ଆମେ ସମସ୍ତେ ଭଲ ଭାବେ ଜାଣି ଛେ  ଯେ ମହିଳା ମାନଙ୍କୁ ସ୍ମଶାନ କୁ ଯିବା ମନା ହୋଇ ଥାଏ।ଆସନ୍ତୁ ଏହାର କାରଣ ବିଷୟରେ ଏବେ ଆମେ ଜାଣିବା।। ସାଧାରଣତଃ ସ୍ମଶାନ କୁ ଯିଏ ଯାଇଥାଏ ତାକୁ ଲଣ୍ଡା ହେବାକୁ ପଡ଼ିଥାଏ।କିନ୍ତୁ ଝିଅ ମାନଙ୍କୁ ଲଣ୍ଡା ହେବାକୁ ଧର୍ମ ଅନୁସାରେ ମନା କରାଯାଏ।  ସ୍ମଶାନ ରେ ଯୁଇ ଜଳିଲା ବେଳେ କାନ୍ଦିଲେ ମାରିଥିବା ଲୋକର ଆତ୍ମା ଶାନ୍ତି ପାଇ ନଥାଏ। ସ୍ତ୍ରୀ ଲୋକ ଙ୍କ ର ହୃଦୟ ଅତି ସରଳ ହୋଇ ଥିବାରୁ ସେ କାହାରି କୁ ଜଳୁଥିବା ର ଦେଖି ନ କାନ୍ଦି ରହିପାରିବେ ନାହିଁ। ମହିଳା ମାନଙ୍କର ହୃଦୟ ବହୁତ କୋମଳ ହୋଇଥାଏ ।ଯଦି ଚିତା ଉପରେ କାହାକୁ ଜଳୁ ଥିବାର ଦେଖି ସେ ଦରିଯାନ୍ତି ତ ହେଲେ ବହୁତ ଅସୁବିଧା ତାଙ୍କ ପାଇ ହୋଇଯାଏ। ସ୍ମଶାନ ରେ ବହୁତ ପ୍ରେତ ରହିଥାନ୍ତି । ଅଧିକାଂଶ ପ୍ରେତ ମହିଳାଙ୍କୁ ହିଁ ହଇରାଣ କରିଥାନ୍ତି ।। ପୁଅମାନେ ଦାହସତ୍କର କରି ଘରକୁ ଆସିଲେ ତାଙ୍କୁ ପାଣି ଇତ୍ୟାଦି ଦବାରେ ମହିଳା ମାନେ ସାହାଯ୍ୟ କରିଥାନ୍ତି ।ଅହି ସବୁ କାରଣ ପାଇ ମହିଳା ମାନେ ଙ୍କୁ ସ୍ମଶାନ ଘାଟ ଯିବା ମନ ହୋଇଥାଏ।।

ବିବାହ ରେ ପୁଅ ଝିଅ ବୟସ ର ଅନ୍ତର କାହିଁକି ଦେଖାଯାଏ।

Image
 ଆମକୁ ଏହା ଭଲ ଭାବେ ଜଣା କି ବିବାହ ରେ ପୁଅ ଝିଅ ଥୁ ବୟସ ରେ ବଡ଼ ହେବା ଉଚିତ୍। ଅହି ପର ମୋର ଆଗରୁ ଚାଲି ଆସିଛ।କିନ୍ତୁ ବାସ୍ତବରେ ଏହା କାହିଁକି ହୋଇଥାଏ ଆସନ୍ତୁ ଜାଣିବା।। ଝିଅ ମାନେ ପୁଅ ମାନଙ୍କ ଠାରୁ ବୟସ ଅନୁସାରେ ବୁଝିବା ଶକ୍ତି ଅଧିକ ହୋଇଥାଏ। ମାନେ ଏମାନଙ୍କ  କମ ବୟସରେ ଅଧିକ କଥା ଜାଣିବାର ଶକ୍ତି ରହିଥାଏ।। ଯଦି ସମାନ ବୟସର ପୁଅ ଝିଅ ବିବାହ କରନ୍ତି କେହି କାହାକୁ ଭଲ ଭାବେ ବୁଝିପାରନ୍ତି ନାହିଁ।।ଫଳରେ ସେମାନେ ଏକାଠି ଅଧିକ ଦିନ ରହିପରାନ୍ତି ନାହିଁ।। ଯେତେ ବେଳେ ଝିଅକୁ ୧୨ ବର୍ଷ ହୁଏ ସେ ପ୍ରାୟ ଘର କେମିତି ଚଳିବ ସେ ବିଷୟରେ ସବୁକଛି ବୁଝି ଜାଏ କିନ୍ତୁ ପୁଅ ସେ ବୟସ ରେ ଖେଳିବା ବୁଲିବା ଓ ପଢ଼ିବା ଛଡ଼ା ଅଧିକ କିଛି ବୁଝି ପରେନି।।  ତେଣୁ ପୁଅମାନେ ୫,୬  ବର୍ଷ ରେ ସାନ ଝିଅକୁ ହିଁ ବିବାହ କରନ୍ତି। ପୁଅ ପ୍ରାୟ ଝିଅ ଠାରୁ ୫,୬ ବର୍ଷ ରେ ଅଧିକ ହୋଇ ଥିଲେ ଦୁହେଁ ଦୁହିଁକୁ ଭଲ ଭାବେ ବୁଝି ପାରନ୍ତି।।

ନାରୀ ର କାନ୍ଦ ଦେଖି ନାରୀ ର ପ୍ରକୃତି ଓ ଲକ୍ଷଣ ବିଷୟରେ କେମିତି ଜାଣିବେ।

Image
 ବନ୍ଧୁ ଗଣ ସବୁ ନାରୀ ମାନଙ୍କର କାନ୍ଦ ଗୋଟେ ପ୍ରକାର ର ହୋଇ ନଥାଏ।।ଆସନ୍ତୁ ଜାଣିବା କି କେଉଁ କରି କେତେବେଳେ କାହିଁକି କନ୍ଦେ ଓ ଏହାଦ୍ବାରା ତାର ପ୍ରକୃତି କେମିତି ହୋଇଥିବା। ଯେଉଁ ନାରୀ ଅନ୍ୟର ଦୁଃଖ ରେ ଦୁଃଖୀ ହୋଇ କାନ୍ଦନ୍ତି ସେମାନେ ବହୁତ ଦୟାଳୁ ହୋଇଥାନ୍ତି। ଏମାନେ ନିଜ ସହ ଅନ୍ୟର ବିଷୟରେ ଭି ଭାବୁଥାନ୍ତି। ଯେଉଁ ନାରୀ ମାନେ ନିଜ ସ୍ବାର୍ଥ ରେ ସାମାନ୍ୟ ଆଘାତ ଲାଗିଲେ କାନ୍ଦି ପକାନ୍ତି ସେମାନେ ସ୍ୱର୍ଥି ହୋଇଥାନ୍ତି ସର୍ବଦା ନିଜ କଥା ଓ ନିଜ ଭଲ ହୀ ଭାବୁ ଥାନ୍ତି। ଯେଉଁ ନାରୀମାନେ ସବୁ ସମୟରେ ଛୋଟ ମୋଟ କଥାରେ କାନ୍ଦନ୍ତି ସେମାନେ ସମସ୍ତଙ୍କ ପ୍ରିୟ ହୋଇଥାନ୍ତି।। ଯେଉଁ ନାରୀ ମାନେ ଚିତ୍କାର କରି କନ୍ଦୁ ଥାନ୍ତି ସେମାନେ ସତ୍ୟ ହୋଇଥାନ୍ତି। ଯେଉଁ ନାରୀ ର କାନ୍ଦ ଦେଖି ଅନ୍ୟ ମାନେ କାନ୍ଦି ପକାନ୍ତି ସେମାନେ ଶୁଖି  ଓ ସୁ ଗୃହିଣୀ ହୋଇଥାନ୍ତି। ଯେଉଁ ନାରୀ କାନ୍ଦିଲେ ଆଖିରେ ଲୁହ ନଥାଏ ସେମାନେ ଦୁଚରିତ୍ ହୋଇଥାନ୍ତି।

ଗୋଟେ ରାତି ଭିତରେ ବ୍ରଣ ସମସ୍ୟାରୁ ମୁକ୍ତୀ ପାଆନ୍ତୁ।

Image
 ବନ୍ଧୁ ମାନେ ବ୍ରଣ ଆମ ମୁଁହ କୁ ଅସୁନ୍ଦର କରିବା ସହ ।ଆମ attitude କୁ ମଧ୍ୟ କାମ କରିଥାଏ।ଫଳରେ ଆମେ କାହା ପାଖରେ ଭଲରେ ହସିକି ଟିକେ କଥା ହୋଇପାରୁନେ।ଆଜି ଆପଣ ଅହି ବ୍ରଣ ସମସ୍ୟା ରୁ କେମିତି ମୁକ୍ତି ପାଇବେ ସେ ବିଷୟରେ ଆସନ୍ତୁ ଜାଣିବା। ପ୍ରଥମେ ବ୍ରଣ ଉପରେ ବରଫ କିଛି ସମୟ ଜାଏ ଲାଜନ୍ତୁ ପରେ ତୁଥ ପେଷ୍ଟ ତା ଉପରେ କିଛି ସମୟ ଲଗେଇ ରଖନ୍ତୁ।ପରେ ଅଧା ଘଣ୍ଟା ରଖିଲା ପରେ ଥଣ୍ଡା ପାଣିରେ ତାକୁ ଧୋଇ ଦିଆନ୍ତୁ। ରସୁଣ ଓ ଲବଙ୍ଗ କୁ ଗୁଣ୍ଡ କରି ତାର ପେଷ୍ଟ ବନାନ୍ତୁ ସେହି ପେଷ୍ଟ କୁ ସାରା ରାତି ବ୍ରଣ ଉପରେ ଲଗେଇ ଶୋଇ ଯାଆନ୍ତୁ। ଡାଲଚିନି କୁ ଗୁଣ୍ଡ କରନ୍ତୁ ଓ ଏ ଥିରେ ମହୁ ମିଶାନ୍ତୁ ପରେ ବ୍ରଣ ଉପରେ ଅଧଘଣ୍ଟା ଲଗାଇ ରଖନ୍ତୁ ପରେ ଏହାକୁ ଭଲ ଭାବେ ଧୋଇ ପୋଛି ଦିଅନ୍ତୁ। ଅହି ୩ ପ୍ରଣାଳୀ ଦ୍ଵାରା ଆପଣ ଙ୍କ ବ୍ରଣ ଭଲ କରିପାରିବେ ଏବଂ ମୁହଁକୁ ସୁନ୍ଦର କରିପାରିବେ।

ନାରୀ ର ନୟନ , ନେତ୍ର ଦେଖି ତାର ଚରିତ୍ର କେମିତି ଜାଣିବେ।

Image
ସ୍ତ୍ରୀ ଲୋକର ଚେହେରା ଯେମିତି ଅଲଗା ହୋଇଥାଏ। ନେତ୍ର ମଧ୍ୟ ଅଳ ଗ ହୋଇଥାଏ। ସାଧାରଣତଃ ନେତ୍ର ଦେଖି ଆମେ ମନ କଥା ଅଧା ବୁଝିଯାଉ। ଆସନ୍ତୁ ଜାଣିବା ନାରୀର ନେତ୍ର ଦେଖି ତାର ସ୍ଵଭାବ ବିଷୟରେ କେମିତି ଜାଣିବା। ଯେଉଁ ନାରୀ ର ମୃଗ ନୟନି ମାନେ ଲମ୍ବା ଆଖି ଥାଏ ସେ ସୁଲକ୍ଷଣୀ ହୋଇଥାଏ। ଯେଉଁ ନାରୀ ମାନଙ୍କର ଆଖି ତେର ସେମାନେ ସର୍ବଦା ପାପ କର୍ମ ରେ ଲିପ୍ତ ରୁହନ୍ତି। ଯେଉଁ ନାରୀ ର ବାମ ନେତ୍ର କଣା ସେମାନେ ଅସତୀ ହୁଅନ୍ତି। ଯେଉଁ ନାରୀ ର ଆଖି ବିଲେଇ ଆଖି ପରି ସେମାନେ ବୋହୁତ କାମୁକ ହୋଇଥାନ୍ତି। ଯେଉଁ ନାରୀ ର ଆଖି ପାରା ଆଖି ପରି ସେମାନେ ବହୁତ ଦୁଃଖ କଷ୍ଟ ସହନ୍ତି।ଯେଉଁ ନାରୀ ର ଆଖି ପଦ୍ମ ପାଖୁଡ଼ା ପରି ସେମାନେ ବହୁତ ଭାଗ୍ୟ ଶାଳୀ ହୋଇଥାନ୍ତି।

ନାରୀ ମାନଙ୍କର ଅହି ଭୋକ କେବେବି ମେଣ୍ଟି ନଥାଏ।

Image
 ବନ୍ଧୁ ଗଣ ଆସନ୍ତୁ ଜାଣିବା ନାରୀ ମାନଙ୍କର ସେହି ଭୋକ ବିଷୟରେ ଯାହା ଆଗରେ ତାଙ୍କୁ ହୀରା ମୋତି ଭି କମ ଲାଗିଥାଏ।ଏବଂ ତାଙ୍କୁ ସେଗୁଡ଼ାକ ତାଙ୍କୁ ଯେତିକି ଦେବା କମ ହିଁ ପଡ଼ିଥାଏ। ସମ୍ଭୋଗ ବନେଇବା  ଇଛା।ପୁରୁଷ ମାନଙ୍କ ଠାରୁ ନାରୀ ମାନଙ୍କର ସମ୍ଭୋଗ ବନେଇବା ଇଛା ଅଧିକ ହୋଇଥାଏ।ଓ ଆମେ ପୁରୁଷ ଠାରୁ ଅଧିକ ସମୟ ନେଇଥାନ୍ତି।ତାଙ୍କ ବୟସ ବଢିବା ସହ ତାଙ୍କ ସମ୍ଭୋଗ ବନେଇବା ଇଛା ବଢ଼ିଥାଏ। ନିଜକୁ ସଜେଇ ହେବା ।ବନ୍ଧୁ ମାନେ ନିଜକୁ ଏମାନେ ଯେତେ ସଜେଇଲେ ଭି କାମ ହିଁ ଲାଗିଥାଏ। ଏମାନେ ଭାବନ୍ତି ଆଉ ଟିକେ ସଜେଇ ହେଲେ ବୋଧେ ଆଉଟିକେ ଅଧିକା ସୁନ୍ଦର ଦିଶିଥାନ। ଅଘର ମାଉସୀ ସେ ଘର ପିଉସୀ।ମାନେ ଏ କଥା ସେଥି ସେ କଥା ଏଥି ଏ ଗୁଣ ନାରୀ ମାନଙ୍କର କେବେ ଯାଇ ନଥାଏ। ବନ୍ଧୁ ଗଣ ଖାଇବା ରୁ ଏମାନଙ୍କର ଲୋଭ କେବେ ହାତୀ ନଥାଏ। ଏମାନେ ଯେତେ ଖାଇଲେ ଭି ପେଟ ପୁରି ନଥିଲା ପରି ହୁଅନ୍ତି।ବନ୍ଧୁ ଗଣ ନାରୀ ମାନଙ୍କର ଅହି ଭୋକ ଗୁଡାକ କେବେ ମେଣ୍ଟାଇ ପରାନ୍ତେ ନାହିଁ

କେଉ ମାନେ ଜୀବନରେ ସର୍ବଦା ଅନୁତାପ କରିଥାନ୍ତି।ତାଙ୍କ ଜୀବନ ସର୍ବଦା ଚିନ୍ତାରେ ହିଁ ଚାଲିଯାଏ।

Image
 ଆସନ୍ତୁ ଜାଣିବା ଯୌମାନେ ଜୀବନରେ ସର୍ବଦା ତାଙ୍କ ଭୂଲ କୁ ଅନୁତାପ କରିଥାନ୍ତି କିନ୍ତୁ ସେତେ ବେଳକୁ ସବୁ କିଛି ସାରି ଯାଇଥାଏ। ଯାଉମନେ ପାଠ ପଢ଼ିନଥନ୍ତି।ବାପା ମା ଗୁରୁଜନକୁ ନ ମାନି ନିଜ ମନ ଇଛକାମ କରିଥାନ୍ତି। ଯୌବନ ଥିବାବେଳେ ଜଉମନେ ଧାନ କମାଇ ନଥାନ୍ତି।ସେମାନେ ସର୍ବଦା ଅନ୍ୟାଉପରେ ନିର୍ଭର ହୋଇ ଅନୁତାପ କରିଥାନ୍ତି। ଯିଏ ଜୁଆ ଖେଳି ନିଜର ଧାନ ସମ୍ପତି ହରାଇ ଥାଏ। ଏମାନେ ବହୁତ ଅନୁତାପ କରିଥାନ୍ତି। ଯିଏ ଶଶୁର ଘରେ ସବୁଦିନେ ରହିଥାନ୍ତି।  ଯିଏ ପର ନରୀ ଉପରେ ସର୍ବଦା ନଜର ରଖିଥାଏ।ଯିଏ ପର ଧାନ ଖାଇଥାନ୍ତି।ଯିଏ ଧାନ ଲୋଭରେ ନିଜର ସ୍ତ୍ରୀ କୁ ତାର ବାପା ଘରେ ଛାଡ଼ି ଆସେ। ନିଜ ଘର କଥା ଯିଏ ବାହାରେ କହୁଥାଏ ଶିଏ ପରେ ବହୁତ ଅନୁତାପ କରିଥାଏ। ଯିଏ ସାଙ୍ଗ ସାଥି ମାନଙ୍କ ଠାରୁ ଋଣ ଆଣିଥାଏ ଦେଇପରିନଥାଏ।ଯିଏ ନିଜର ସମ୍ମାନ ପାଇ ସର୍ବଦା ମିଛ କହୁଥାଏ।ଏହିପରି ବ୍ୟକ୍ତି ସର୍ବଦା ଅନୁତାପ କରିଥାନ୍ତି।ଆପଣ ଏ ସବୁରୁ ବଞ୍ଚିତ ରୁହନ୍ତୁ।

ମହାନ୍ ଭଲ ଲୋକ କେବେ କରନ୍ତି ନାହିଁ ଏମିତି ଭୂଲ।

Image
 ମହାନ୍ ଲୋକ କେବେ କୁ ପ୍ରାଣୀ ର ହତ୍ୟା କରନ୍ତି ନାହିଁ। ସେମାନେ ସର୍ବଦା ସବୁ ପ୍ରାଣୀ କୁ ଭଲ ପାଆନ୍ତି। ମହାନ୍ ଲୋକ କେବେ ବି ମିଛ କହନ୍ତି ନାହିଁ। ସେ ସର୍ବଦା ସତ୍ୟତା ଉପରେ ବିଶ୍ଵାସ କରନ୍ତି। କାହାରି ଏହାର ଉପରେ ପ୍ରହାର କରନ୍ତିନି।ମାନେ ଅନ୍ୟର ଅନିଷ୍ଟ କରନ୍ତିନି। ବ୍ରହ୍ମ ଚର୍ଯା ପାଳନ କରିଥାନ୍ତି। ସେମାନେ ଆଯାଧ କଥା କୁହନ୍ତି ନାହିଁ। ସ୍ଥାନ ଦେଖି କଥା କୁହନ୍ତି ଏବଂ ଯେତିକି କହିବା ଦରକାର ସେତିକି କୁହନ୍ତି । ମହାନ୍ ଲୋକ କେବେ ଲୋଭ କରନ୍ତିନାହି।କୌଣସି ଜିନିଷରେ ତାଙ୍କର ଲୋଭ ନଥାଏ। ସେ ସବୁବେଳେ ତାଙ୍କ ସମ୍ମାନ କୁ ହୁ ଗୁରୁତ୍ୱ ଦିଅନ୍ତି। ସେମାନେ କାହାରି ଉପରେ ଈର୍ଷା ଏବଂ ଘୂର୍ନା କରନ୍ତିନି। ସେମାନେ କାହାରି ନିନ୍ଦା ଏବଂ ପ୍ରଂଶସା ରେ ବିଚଳିତ ହୁଆନ୍ତିନୀ। ଏହି ମଣିଷ ଜୀବନରେ ନିନ୍ଦା ପାଆନ୍ତି ପ୍ରଶଂସା ଭି ପାଆନ୍ତି।ତେଣୁ ନିନ୍ଦା ବେଳେ ଭାଙ୍ଗି ପଡ଼ନ୍ତୁନି ପ୍ରଶଂସା ବେଳେ ପୁରା ଖୁସି ହୁଅନି। ଏତିକି ଅପଣକର ଜୀବନରେ ପାଳନ କରନ୍ତୁ।ଆପଣ ଭି ଦିନେ ମହାନ ବ୍ୟକ୍ତି ହୋଇପାରନ୍ତି।

ଭାଗ୍ୟ ଶାଳୀ ଝିଅକୁ ଚିଁହିବେ କେମିତି ଜାଣନ୍ତୁ। ଭାଗ୍ୟ ଶାଳୀ ଝିଅ ଦେଖି ହିଁ ବାହା ହୁଅନ୍ତୁ ନହେଲେ ପରେ ଭାବିବେ।

Image
  ଭାଗ୍ୟ ଶାଳୀ ଝିଅମାନେ ଏମିତି ହୋଇଥାନ୍ତି ଯାହାର ପ୍ରଭାବରେ ବାପା ଘରେ ଓ ଶାଶୂ ଘର ଧନର ବର୍ଷ ହୋଇଥାଏ। ଏବଂ ଯାହା ଅସୁବିଧା ଥିବ ତାଙ୍କ ପ୍ରଭାବରେ ଦୂର ହୋଇଯାଏ। ଆସନ୍ତୁ ଏବେ ଜାଣିବା ଯେ ଭାଗ୍ୟ ଶାଳୀ ଝିଅକୁ ଚିହ୍ନି ବେ କିପରି। ଏହିପରି ସୁଲକ୍ଷଣୀ ଝିଅମାନଙ୍କୁ ତାଙ୍କ ଆକାର ଶୈଳୀ ଓ ରଙ୍ଗ ଓ ଗଢ଼ଣ ରୁ ଜଣା ପଡ଼ିଯାଏ। ଜଉ ଝିଅର ଜିଭ ଲାଲ ହୋଇଥିବା ସେ ଭଗ୍ୟ ଶାଳୀ ହୋଇଥିବା। ଜଉ ଝିଅ ର ନାକ ମୁନିଆ ହୋଇ ଉପରକୁ ଉଠିଥିବା। ଜଉ ଝିଅର ଆଖିର ଡୋଳା କଳା ଚାରିପାଖେ ପୁରା ଧଳା ରଙ୍ଗର ହୋଇଥିବା।   ଭାଗ୍ୟ ଶାଳୀ ମହିଳାଙ୍କ ହାତ ବୋହୁତ ଲମ୍ବା ହୋଇଥାଏ। ଜଉ ଝିଅର ନାହିଁ ବହୁତ ଗଭୀର ହୋଇଥାଏ ସେ ବହୁତ ହିଁ ଲକ୍ ହୋଇଥାଏ। ଜଉ ଝିଅର ପଦର ତଳ ଭାଗ ପୁରା ଚିକଣା ହୋଇଥାଏ। କେବେ ପଦ ଫଟି ନଥାଏ। ଜଉ ଝିଅର କପାଳ ଟିକେ ବାହାରକୁ ବାହାରିଥିବା   ଯାହାର ଆଖିର ଆଇବୋର୍ ରେ କଳା ଯାଇ ଥିବା ଜଉ ଝିଅ ର ଓଠ ଲାଲ ଏବଂ ବେକ ଛୋଟ ଥିବା। ଜଉ ଝିଅ ର ଗୋଇଥି ସର୍ପ ଆକାରର ହୋଇଥାଏ। ଯାହାର ନାଭି ତଳକୁ କଲାଯାଏ ଏବଂ କିଛି ଭି ଚିହ୍ନ ଥାଏ। ଯାହାର କାନ ତଳୁ ଛୋଟ ହୋଇ ଉପରୁ ବଦହୋଇଥିବ । ଏ ସବୁ ଲକ୍ଷଣ ଜଉ ଝିଅ ବା ମହିଳା ପାଖ ରେ ଦେଖା ଜାଏ ସେ ବହୁତ ହିଁ ଭାଗ୍ୟ ଶାଳୀ ମହିଳା ହୋଇଥାଏ।

ରାତିରେ ନିଦ ହଉନିକି ଶାନ୍ତିରେ କେମିତି ଶୋଇବେ ଜାଣନ୍ତୁ।

Image
 ଦିନରେ ବହୁତ କଷ୍ଟ କରିଲା ପରେ ଆମେ ଭାବୁ ରାତିରେ କେମିତି ଶାନ୍ତି ରେ ଶୋଇବୁ। ଆଜି ଆମେ ଆପଣଙ୍କକ କୁ କହିବୁ ରାତିରେ ଶାନ୍ତିତିରେ କେମିତି ଶୋଇବେ ପ୍ରଥମେ ଆପଣ ଖାଇ ସାରିବା ପରେ ଶୟନ କକ୍ଷ କୁ ଭଲ ଭାବରେ ସଫା କରିଦିଅନ୍ତୁ। ଏହା ପରେ ଆପଣଂକ ଖଟ କୁ ଦକ୍ଷିଣ ପୂର୍ବ କୋଣ ର କାନ୍ଥକୁ ୬ ଇଞ୍ଚ୍ ଛାଡ଼ିକି ଖଟ ଲଗାନ୍ତୁ। ଏହା ପରେ ଆପଣ ମୁଁହ,ହାତ,ଗୋଡ଼ କୁ ଭଲ ଭାବେ ସଫା କରିନିଅନ୍ତୁ। ଅବଂ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରିକି ସୁଅନ୍ତୁ। ମାନେ ରଖନ୍ତୁ ଶୋଇଲା ବେଳେ ଆପଣ କାହାକୁ କିଛି କହିଛନ୍ତି କି ଆପଣକୁ କିଆ ଖରାପ କଥା କହିଛି ସେ କଥା ଭବନ୍ତୁନାହି । ଏବଂ ପଇସା କେମିତି କମେଇବେ ଅଟେ ବିଷୟରେ କିଛି ଭବନ୍ତୁନି। ବାସ କଲି ସକାଳୁ ଉଥି କଣ କରିବେ ସେ ବିଷୟରେ କିଛି ଭାବି ଶାନ୍ତି ମନରେ ସୋଇଯାଆନ୍ତି।

ଭାଈ ଭଉଣୀ କାହିଁକି ବାହା ହୁଅନ୍ତିନି କାରଣ କଣ ଜାଣନ୍ତୁ ଆଜି।

Image
  ଭାଈ ଭଉଣୀ କାହିଁକି ବାହା ହୁଆନ୍ତିନି । ପ୍ରାୟ ୫୫୦୦ ବର୍ଷ ପୂ୍ବରୁ ହିନ୍ଦୁ ଧର୍ମ ର ଉତ୍ପର୍ଣ ହୋଇଛି। ହିନ୍ଦୁ ଧର୍ମ ନିୟମ ଅନୁଯାୟୀ ଭାଈ ଭଉଣୀ,  ରକ୍ତ ସମ୍ପର୍କ ରେ ବାହା ହେବା ମାନେ ଭଗବାନ ଙ୍କ ପାଖରେ ପାପି ହେବ ଅବମ୍ ମାରିଲା ପରେ ସେମାନେ ବହୁତ ହୋଇ ବୁଲନ୍ତି ସେମାନଙ୍କୁ ପାଣି ମିଲେନି।  ଏବେ ଜାଣିବା ମୁସଲିମ ଧର୍ମ ରେ କଣ ହୁଏ । ମୁସଲିମ ଧର୍ମ ରେ ଗୋଟେ ମାର କ୍ଷୀର ପିଥିଲ ସେମାନେ ବହାହେବେନି। ସେମାନେ ଦାଦା କକା ଙ୍କ ଝିଅ ମାନେ ଭଉଣୀ ଙ୍କୁ ବାହା ହୋଇପାରିବେ। ଏବେ ଜାଣିବା ବିଜ୍ଞାନ କଣ କହୁଚି। ବିଜ୍ଞାନ ହିନ୍ଦୁ ଧର୍ମ ର ନିୟମ କୁ ହି ଠିକ୍ କହୁଚି। ବିଜ୍ଞାନ କହୁଚି ଭଉ ଭଉଣୀ ବାହା ହେବା ଦ୍ଵାରା ପିଲା ପାଗଳ, ମରିଲା ପିଲା , ଛୋଟା କେମ୍ପା, ଭିର୍ଣ୍ଣ କ୍ଷମ ପିଲା ଜନ୍ମ ନିଆ ।ସେଥିପାଇଁ ଭାଇ ଭଉଣୀ ବାହା ହୁଅନ୍ତିନୀ।

ବାହା ହେବାକୁ ଯାଉଛନ୍ତି କି ତାହେଲେ ଦେଖନ୍ତୁ

Image
  ଆପଣଂକ ପାଇଁ ଝିଅ ଦେଖା ଚାଲିଛି ଯଦି ଝିଅ ସହ କଣ କଥା ହେବେ ଆଉ ଯେମିତି କଥା ହେବେ ନିହାତି ଜାଣିବା ଦରକାର୍।ତା ଲାଇଫ ବିଷୟରେ କିଛି ପ୍ରଶ୍ନ କରିବା ଦରକାର।ଆସନ୍ତୁ ଦେଖିବା କଣ ସବୁ କଥା ହେବା ନିହାତି ଜରୁରୀ। ପ୍ରଥମେ ଝିଅକୁ ପଚାରନ୍ତୁ ସିଆ ତମକୁ ପଶନ୍ଦ କରେ କି ନାହିଁ।ଯଦି ନାହିଁ କରେ ତାହେଲେ କାରଣ ପଚାରନ୍ତୁ।ଯଦି ହ କରେ ସେ ତମ ସହ ଖୁସିରେ ରହିପରିବତ ସେ କଥା ପଚାରନ୍ତୁ। ଲାଇଫ କୁ ନେଇକି ତାର ସବୁଠୁ ବଡ଼ ଇଛା କଣ ପଚାରନ୍ତୁ। ଯଦି କେବେ ଦୁଃଖ କଷ୍ଟ ଆସେ ତାହେଲେ ସେ ତମ ସହ ଖୁସିରେ ରହିପାରିବନାହିଁ ସେକଥା ନିହାତି ପଚାରନ୍ତୁ। ସିଆ କେତେ ପାଠ ପଢ଼ି ଛି।ତମେ ଯଦି ତାଠୁ କିଛି କାମ ପଢ଼ିଛ ତାକୁ କିଛି ଖରାପ ମାନେ କିଛି ଅସୁବଧା ଅଛିକି ଏ କଥା ନିହାତି ପଚାରନ୍ତୁ। ଯଦି କିଛି ସୁବିଧା ଥାଏ ତାହେଲେ ଆଗରୁ ତାର ଆଉ କାହା ସହ ସମ୍ପର୍କ ଅଛିକି ସେ ବିଷୟରେ ପଚାରିପାରିବେ।ଯଦି ହ ତାହେଲେ ତକୁଭୁ ଲି ତମସହ ଖୁସିରେ ରହିପାରିବେ କି । ଯଦି ନା ଆପଣଂକ ଲାଇଫ ବିନ୍ଦାସ ହୋଇଗଲା ହ କରିଦିଅନ୍ତୁ।