Posts

ଜୀବନରେ ଏମାନଙ୍କୁ ନିଜ ଜୀବନ ଥୁ ବେଶୀ ଭଲ ପାନ୍ତୁନାହି ନହେଲେ ସାରା ଜୀବନ ପସ୍ଥେଇବେ।

Image
 ମୋର ସାଥି ମାନେ ଜୀବନରେ ଭଲରେ ଟିକେ ବଞ୍ଚିବାକୁ ହେଲେ ବହୁତ ସଙ୍ଘର୍ଷ କରିବାକୁ ପଡ଼ିଥାଏ। ଆ ଭିତରେ ଆମେ ସବୁଠୁ ବେଶୀ  ବିଶ୍ଵାସ କରୁଥିବା ମଣିଷଟି ଯଦି ଆମ ସହ ବିଶ୍ଵାସ ଘାତ୍ତ କରେ । ସେତେ ବେଳେ ଜୀବନରେ ସବୁକିଛି ସରିଗଲାପରି ଲାଗେ । ତେଣୁ କରି ଏମାନଙ୍କୁ ଜୀବନରେ ବେଶୀ ବିଶ୍ଵାସ କରିବା କଥା ନୁହ।କାହିଁକି ନା ଆଜି କଲି ସମସ୍ତେ ନିଜ ସ୍ବାର୍ଥ କଥା ହିଁ ଭାବନ୍ତି। ଆସନ୍ତୁ ସେମାନଙ୍କୁ ଚିହ୍ନିବା ଜୀବନରେ କେଉଁ ମାନଙ୍କୁ ବେଶୀ ବିଶ୍ଵାସ ବା ଭଲ ପାଇବା କଥା ନୁହ। ସାଥୀମାନେ ପ୍ରଥମେ ଆସିବେ ସ୍ତ୍ରୀ ବା ପ୍ରେମିକା । ଏ ମାନଙ୍କ ସହ ଆମେ ଅଟେ ମିଶି ଯାଉଛେ ଯେ ଏ ମାନେ ଆମ ଜୀବନର ଅଧା ପରି ଲାଗନ୍ତି। ସାଙ୍ଗ ମାନେ ଏମାନେ ଭି ମଣିଷ ଆଉ ମଣିଷ ର ମନ୍ ବଦଳି ବା ପାଇ ୧ ମିନିଟ୍ ଭି ଲାଗେନାହିଁ । ଆମେ ଏମିତିକା ମଣିଷକୁ ଝୁରି ଦୁର୍ବଳ ହୋଇପଡ଼ିବା ଟା ଆମ ମଣିଷ ପଣିଆକୁ ଧିକ୍ କରୁଛି। ତେଣୁ ଏମାନଙ୍କୁ ତୁରନ୍ତ ମନରୁ ହଟାଇ ମନରେ ଆଉ କାହାକୁ ରଖିବା ତ ପୁରା ଠିକ୍। ସାଙ୍ଗ ମାନେ ଦ୍ଵିତୀୟରେ ଆମେ ରାତି ପାହିଲେ ଜଉ ସାଙ୍ଗ ମାନଙ୍କ ସହ ମିଶି କଥା ହଉ ନ ଦେଖିଲେ ରହିହୁଅନି ସେମାନେ ଯଦି ଧୋକା ଦିଅନ୍ତି ଆମ ମନ ବିଲକୁଲ କିଛି ଦିନ ପାଇଁ ଭଲ ଲାଗେନା।ଏମିତି ପରିସ୍ଥିତିରେ କିଛି ଦିନ ଗଲା ପରେ ସାଙ୍ଗ ସହ ବୁଝାବନା ହୋଇ ପୁଣି ସାଥି ହୋଇ ରହିବା ଟା ହିଁ ଠିକ୍। 

ଶରୀର ର ଅହି ସ୍ଥାନ ରେ ସାବୁନ ଲଗାନ୍ତୁ ନାହିଁ।

Image
  ବନ୍ଧୁ ଗଣ ଆଧୁନିକ ଯୁଗରେ ସମସ୍ତେ ସୁନ୍ଦର ଦେଖାଯିବ ପାଇଁ ଚାହାଁନ୍ତି।ଏଥି ପାଇଁ କିଏ କେଉଁ କେଉଁ ସବୁ ଉପାୟ କରିଥାନ୍ତି। ସାବୁନ,ଫ୍ରେସ ୱାସ୍ ଏମିତି ବହୁତ କେମିକାଲ ରେ ତିଆରି ହେଉଥିବା କ୍ରୀମ ସବୁ ବ୍ୟବହାର କରିଥାନ୍ତି। ତେବେ ଏହା ଶରୀର ପାଇଁ ଯେତିକି ଭଲ ସେମିତି ଖରାପ ପ୍ରଭାବ ମଧ୍ୟ କିଛି ପକେଇ ଥାଏ। ତେବେ ଆସନ୍ତୁ ଜାଣିବା ଶରୀର ର କେ ଉଁ ଅଙ୍ଗ ରେ ସାବୁନ ଲଗେଇ ବା ଅନୁଚିତ୍। ଶରୀର ର ଗୁପତଙ୍ଗ ରେ ସାବୁନ ଲଗାନ୍ତୁ ନାହିଁ ଏହା ଦ୍ଵାରା ସାବୁନ ର କେମିକାଲ ଜଙ୍ଗଲ ସହ ମିଶି ତ୍ୱଚ୍ଛା ରେ ଯାଦୁ ସୃଷ୍ଟି କରେ। ଯଦି ସାବୁନ ଲଗାଉଛନ୍ତି ତାହେଲେ ସେହି ଜାଗାକୁ ଭଲ ଭାବେ ଗରମ ପାଣିରେ ଧୋଇଦିଅନ୍ତୁ ଓ ଭଲ ଭାବେ ପୋଛି ଦିଅନ୍ତୁ।। ଆଖିରେ ସାବୁନ ଲଗାନ୍ତୁ ନାହିଁ ।ଏହା ଦ୍ଵାରା ଆମ ଆଖିର ଉଜଲତା କମି ଯାଏ ପାରେ।

ମନ୍ଦିର ସବୁଠାରୁ ପବିତ୍ର ସ୍ଥାନ ହୋଇଥିବା ବେଳେ ସେଥି ନଗ୍ନ ମୂର୍ତ୍ତି କାହିଁକି ରହିଥାଏ।

Image
  ମନ୍ଦିର ହେଉଛି ଭଗବାନ ଙ୍କ ବାସ ସ୍ଥଳ ।ଆପଣ ନିଶ୍ଚୟ କୌଣସି ମନ୍ଦିରକୁ ଯାଇଥିବେ ଏବଂ ସେଥି ମନୁଷ୍ୟ ର ନଗ୍ନ ମୂର୍ତ୍ତି ଥିବାର ନିଶ୍ଚିତ ଦେଖିଥିବେ। ତେବେ ଆସନ୍ତୁ ଜାଣିବା ମନ୍ଦିର ରେ ନଗ୍ନ ମୂର୍ତ୍ତି କାହିଁକି ରହିଥାଏ। ପୂର୍ବରୁ ୠଷି ମୁନି ୠଷି ମାନଙ୍କ ପାଖକୁ ମୋକ୍ଷ ପାଇବା ପାଇଁ ଆସୁଥାନ୍ତି।ତେଣୁ ମୋକ୍ଷ ପାଇବାକୁ ଆସୁଥିବା ମନୁଷ୍ୟ କୁ ପରୀକ୍ଷା କରିବା ପାଇଁ ଋଷି ମାନେ ମନ୍ଦିରରେ ଅହି ନଗ୍ନ ମୂର୍ତ୍ତି ଲଗାଇଛନ୍ତି।ଏହା ଜାଣିବା ପାଇଁ କି ମନୁଷ୍ୟ ଅହି କାମନା ବାସନା ରୁ ବାହାରି ମୋକ୍ଷ ପାଇଁ ବାକୁ ତାର ଇଚ୍ଛାଶକ୍ତି କେତେ ରହିଛି। ମନୁଷ୍ୟ ଜାତି କୁ ଆଗକୁ ବଢିବା ପାଇଁ ସମ୍ଭୋଗ ନିହାତି ଦରକାର ।ତେଣୁ ଆଗ ପିଢ଼ି କୁ a ବିଷୟ ରେ ଶିକ୍ଷ୍ୟା ଦେବାପାଇଁ ମଧ୍ୟ ଅହି ନଗ୍ନ ମୂର୍ତ୍ତୀ ମନ୍ଦିର ରେ ଲଗା ଯାଇଥାଏ। 

କାହିଁକି ବିବାହ ପୂର୍ବରୁ ହଳଦୀ ଲଗାଯାଇଥାଏ।

Image
  ବନ୍ଧୁ ଗଣ ବିବାହ ହେଉ କି କୌଣସି ଶୁଭ କାର୍ଯ୍ୟ ହେଉ ସେଥିରେ ଶୁଭ ହେବା ପାଇଁ ଆମେ ହଳଦୀ ଲଗେଇ ଥାଉ। ତେବେ ବିବାହ ରେ ଅଧିକ କିଛି ଫାଇଦା ପାଇଁ ଆମେ ପୁଅ ଓ ଝିଅ କୁ ହଳଦୀ ଲଗେଇ ଥାଉ ।ଆସନ୍ତୁ ସେ ବିଷୟରେ ଆମେ ଜାଣିବା। ବିବାହ ସମୟରେ ପୁଅ ଓ ଝିଅ ହଳଦୀ ଲଗାଇ ଲେ ସେମାନେ ସେ ଦିନ ସମଙ୍କ ଠାରୁ କିଛି ଖାସ ଓ ସୁନ୍ଦର କହନ୍ତି। ହଳଦୀ ଲଗାଇ ବା ଦ୍ଵାରା ସେମାନଙ୍କର ଦେହ ଓ ମନା ଭଲ ରହିଥାଏ।ହଳଦୀ କୁ ଖୁସିର ପ୍ରତୀକ ମାନନ୍ତି ତେଣୁ ହଳଦୀ ନକାରାତ୍ମକ ଶକ୍ତିର ଠାରୁ ଦୂରରେ ରଖେ ଓ ତାଙ୍କ ଜୀବନରେ ଖୁସି ଭାରି ଥାଏ। ବିବାହ ରେ ବୟସ୍କ ସ୍ତ୍ରୀ ମାନେ ପୁଅ ଓ ଝିଅ କୁ ହଳଦୀ ଲଗାଇ ତାଙ୍କ ବୈବାହିକ ଜୀବନ ସୁଖିମୟ ହେଉ ବୋଲି ଭଗବାନ ଙ୍କ ଠାରେ ପ୍ରଥାନ କରିଥାନ୍ତି।

ଶାଢୀ ପିନ୍ଧା ଝିଅ ଙ୍କ ପ୍ରତି ପୁଅ ମନେ କାହିଁକି ବେଶୀ ଆକର୍ଷିତ ହୁଅନ୍ତି।

Image
  ବନ୍ଧୁଗଣ ଅନେ ସମସ୍ତେ ଜାଣୁ ଯେ ହିନ୍ଦୁ ଧର୍ମ ରେ ଶାଢୀ ପିନ୍ଧି ବର ପରମ୍ପରା ଅଛି। ଯେଉଁ ନାରୀ ମନେ ଶାଢୀ ପିନ୍ଧି ଥାନ୍ତି ସେମାନେ ସଂସ୍କାରି , ସୁଶୀଳା ଓ ଗୁଣବତୀ ବୋଲି ଆମେମାନେ ମାନି ଥାଉ। ଆଜିକାଲି ଆଧୁନିକ ଯୁଗରେ ଝିଅ ମାନେ ଲେହେଙ୍ଗ, ଜିନସ୍ ଏସବୁ ପିନ୍ଧିବାକୁ ଝିଅ ମାନେ ଅଧିକ ପସନ୍ଦ କରିଥାନ୍ତି। କିଛି ପର୍ବ ପର୍ବାଣୀ ହେଲେ ଝିଅମାନେ ଶାଢୀ ପିନ୍ଧି ଥାନ୍ତି ପୁଅମାନେ ତାଙ୍କୁ ଶାଢୀ ପିନ୍ଧି ଥିବାର ଦେଖି ତାଙ୍କ ଆଖି ଲାଖି ରହି ଯାଇ ଥାଏ। ତେବେ ଆସନ୍ତୁ ଏହାର କାରଣ ବିଷୟରେ ଜାଣିବା। ପୁମନେ ଛୋଟା ବେଳୁ ତାଙ୍କ ମା,ମାଉସୀ,ଖୁଡି, ମାଇ ସଭିଙ୍କୁ ଶାଢୀ ପିନ୍ଧି ଥିବାର ଦେଖୁଥନ୍ତି ।ସେମାନେ ଭାରି ଭଲ ମାନେ ସଂସ୍କାରୀ,ଗୁଣବତୀ ଓ ସୁଶୀଳା ହୋଇ ଥିବାରୁ ସେମାନେ ଭାବନ୍ତି ଯେ ଶାଢୀ ପିନ୍ଧି ଧିବା ଝିଅ ମଧ୍ୟ ସେମିତି ସୁଶୀଳା, ଶଂସ୍କାରୀ ଓ ଗୁଣବତୀ ହୋଇ ଥିବା। ତେଣୁ ପୁଅମାନେ ଶାଢୀ ପିନ୍ଧି ଥିବା ଝିଅ କୁ ଅଧିକ ପଶନ୍ଦ କରନ୍ତି।

ସେକ୍ସ କରିବାର କେତେ ସମୟ ମଧ୍ୟ ମହିଳା ମନେ ଗର୍ଭବତୀ ହୋଇଥାନ୍ତି।

Image
 ବନ୍ଧୁ ଗଣ ଗର୍ଭବତୀ ହେବାପାଇଁ ମହିଳା ମାନଙ୍କୁ ପୁରୁଷ ସହ ସେକ୍ସ କରିବାକୁ ପଡ଼ିଥାଏ।କିନ୍ତୁ ଆଜି କାଲି ବିନା ସେକ୍ସ ରେ ମଧ୍ୟ ମହିଳା ମନେ ଗର୍ଭବତୀ ହୋଇପାରନ୍ତି ବିଜ୍ଞାନ ଯୋଗୁ।।ତେବେ ଆସନ୍ତୁ ଜାଣିବା ସେକ୍ସ କରିବାର କେତେ ସମୟ ମଧ୍ୟରେ ମହିଳା ମନେ ଗର୍ଭବତୀ ହୋଇଥାନ୍ତି। ମହିଳା ମାନେ ସେକ୍ସ କରିସାରିବା ପରେ ସେମାନେ ଚିନ୍ତା କରିଥାନ୍ତି ଯେ ସେମାନେ କେତେ ସମୟ ପରେ ଗର୍ଭବତୀ ହୋଇ ପାରିବେ।ସେକ୍ସ କରିବାର 72 ଘଣ୍ଟା ମଧ୍ୟରେ ପୁରୁଷ ମାନଙ୍କ ଶୁକ୍ରାଣୁ ମହିଳା ମାନଙ୍କର ଅଣ୍ଡକୋଷ କୁ ଯାଇ ଭ୍ରୁଣ ସୃଷ୍ଟି କରନ୍ତି ଓ ମହିଳା ମାନେ ଗର୍ଭବତୀ ହୋଇଯାଆନ୍ତି। ଯଦି 72 ଘଣ୍ଟା ମଧ୍ୟରେ ପୁରୁଷ ଙ୍କ ଶୁକ୍ରାଣୁ ଭ୍ରୁଣ ସୃଷ୍ଟି କରିନପାରେ ତାହେଲେ ଶୁକ୍ରାଣୁ ନଷ୍ଟ ହୋଇଯାଏ ଓ ମହିଳା ଗ୍ରଭବତି ହୋଇପାରନ୍ତି ନାହିଁ।

ରାସ୍ତାରେ ବିଲେଇ ଦେଖିଲେ ଅଶୁଭ କାହିଁକି।

Image
 ବନ୍ଧୁ ଗଣ ମଣିଷ ଆଜି ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସରିଲେ ମଧ୍ୟ କିଛି ଅନ୍ଧ୍ୟା ବିଶ୍ଵାସ କଥାକୁ ଆମେ ବିଶ୍ଵାସ କରୁ।  କୁହାଯାଏ ଘରୁ ବାହାରିବା ସମୟରେ କେହି ଛିଙ୍କିଲେ ଅଶୁଭ ହୋଇଥାଏ।ସେହିପରି ରାସ୍ତାରେ ଯାଉଥିବା ସମୟରେ ଯଦି ବିଲେଇ ରାସ୍ତା କାଟ କରେ ତାହେଲେ ଅଶୁଭ ବୋଲି କହନ୍ତି।ଚାଲନ୍ତୁ ଏହା ବିଷୟରେ ଭଲ ଭାବରେ ଜାଣିବା। ସାଧାରଣ ଭାବରେ ରାସ୍ତାରେ ଯାଉଥିବା ସମୟରେ ଯଦି ବିଲେଇ ବାମରୁ ଡାହାଣ କୁ ଯାଇ ରାସ୍ତା କାଟ କରେ ତାହେଲେ ଅଶୁଭ ହୋଇଥାଏ ଏବଂ ଡାହାଣରୁ ବାମକୁ ଯଦି ରାସ୍ତା କାଟ କରେ ତାହେଲେ ଅଶୁଭ ମାନନ୍ତି ନାହିଁ । କୁକୁର ପରି ବିଲେଇ ମାନଙ୍କ ପାଖରେ ମଧ୍ୟ ସାଷ୍ଟିୟ ଇନ୍ଦ୍ରିୟ ଥାଏ ତେଣୁ କୌଣସି ଘଟଣା ଘଟିବା ପୂର୍ବୁରୁ ସେମାନେ ଜାଣିପାରନ୍ତି।