ଜୀବନରେ ଏମାନଙ୍କୁ ନିଜ ଜୀବନ ଥୁ ବେଶୀ ଭଲ ପାନ୍ତୁନାହି ନହେଲେ ସାରା ଜୀବନ ପସ୍ଥେଇବେ।
ମୋର ସାଥି ମାନେ ଜୀବନରେ ଭଲରେ ଟିକେ ବଞ୍ଚିବାକୁ ହେଲେ ବହୁତ ସଙ୍ଘର୍ଷ କରିବାକୁ ପଡ଼ିଥାଏ। ଆ ଭିତରେ ଆମେ ସବୁଠୁ ବେଶୀ ବିଶ୍ଵାସ କରୁଥିବା ମଣିଷଟି ଯଦି ଆମ ସହ ବିଶ୍ଵାସ ଘାତ୍ତ କରେ । ସେତେ ବେଳେ ଜୀବନରେ ସବୁକିଛି ସରିଗଲାପରି ଲାଗେ ।
ତେଣୁ କରି ଏମାନଙ୍କୁ ଜୀବନରେ ବେଶୀ ବିଶ୍ଵାସ କରିବା କଥା ନୁହ।କାହିଁକି ନା ଆଜି କଲି ସମସ୍ତେ ନିଜ ସ୍ବାର୍ଥ କଥା ହିଁ ଭାବନ୍ତି। ଆସନ୍ତୁ ସେମାନଙ୍କୁ ଚିହ୍ନିବା ଜୀବନରେ କେଉଁ ମାନଙ୍କୁ ବେଶୀ ବିଶ୍ଵାସ ବା ଭଲ ପାଇବା କଥା ନୁହ।
ସାଥୀମାନେ ପ୍ରଥମେ ଆସିବେ ସ୍ତ୍ରୀ ବା ପ୍ରେମିକା । ଏ ମାନଙ୍କ ସହ ଆମେ ଅଟେ ମିଶି ଯାଉଛେ ଯେ ଏ ମାନେ ଆମ ଜୀବନର ଅଧା ପରି ଲାଗନ୍ତି। ସାଙ୍ଗ ମାନେ ଏମାନେ ଭି ମଣିଷ ଆଉ ମଣିଷ ର ମନ୍ ବଦଳି ବା ପାଇ ୧ ମିନିଟ୍ ଭି ଲାଗେନାହିଁ । ଆମେ ଏମିତିକା ମଣିଷକୁ ଝୁରି ଦୁର୍ବଳ ହୋଇପଡ଼ିବା ଟା ଆମ ମଣିଷ ପଣିଆକୁ ଧିକ୍ କରୁଛି। ତେଣୁ ଏମାନଙ୍କୁ ତୁରନ୍ତ ମନରୁ ହଟାଇ ମନରେ ଆଉ କାହାକୁ ରଖିବା ତ ପୁରା ଠିକ୍।
ସାଙ୍ଗ ମାନେ ଦ୍ଵିତୀୟରେ ଆମେ ରାତି ପାହିଲେ ଜଉ ସାଙ୍ଗ ମାନଙ୍କ ସହ ମିଶି କଥା ହଉ ନ ଦେଖିଲେ ରହିହୁଅନି ସେମାନେ ଯଦି ଧୋକା ଦିଅନ୍ତି ଆମ ମନ ବିଲକୁଲ କିଛି ଦିନ ପାଇଁ ଭଲ ଲାଗେନା।ଏମିତି ପରିସ୍ଥିତିରେ କିଛି ଦିନ ଗଲା ପରେ ସାଙ୍ଗ ସହ ବୁଝାବନା ହୋଇ ପୁଣି ସାଥି ହୋଇ ରହିବା ଟା ହିଁ ଠିକ୍।



Comments
Post a Comment