ଶାଢୀ ପିନ୍ଧା ଝିଅ ଙ୍କ ପ୍ରତି ପୁଅ ମନେ କାହିଁକି ବେଶୀ ଆକର୍ଷିତ ହୁଅନ୍ତି।

 


ବନ୍ଧୁଗଣ ଅନେ ସମସ୍ତେ ଜାଣୁ ଯେ ହିନ୍ଦୁ ଧର୍ମ ରେ ଶାଢୀ ପିନ୍ଧି ବର ପରମ୍ପରା ଅଛି। ଯେଉଁ ନାରୀ ମନେ ଶାଢୀ ପିନ୍ଧି ଥାନ୍ତି ସେମାନେ ସଂସ୍କାରି , ସୁଶୀଳା ଓ ଗୁଣବତୀ ବୋଲି ଆମେମାନେ ମାନି ଥାଉ।

ଆଜିକାଲି ଆଧୁନିକ ଯୁଗରେ ଝିଅ ମାନେ


ଲେହେଙ୍ଗ, ଜିନସ୍ ଏସବୁ ପିନ୍ଧିବାକୁ ଝିଅ ମାନେ ଅଧିକ ପସନ୍ଦ କରିଥାନ୍ତି। କିଛି ପର୍ବ ପର୍ବାଣୀ ହେଲେ ଝିଅମାନେ ଶାଢୀ ପିନ୍ଧି ଥାନ୍ତି ପୁଅମାନେ ତାଙ୍କୁ ଶାଢୀ ପିନ୍ଧି ଥିବାର ଦେଖି ତାଙ୍କ ଆଖି ଲାଖି ରହି ଯାଇ ଥାଏ। ତେବେ ଆସନ୍ତୁ ଏହାର କାରଣ ବିଷୟରେ ଜାଣିବା।

ପୁମନେ ଛୋଟା ବେଳୁ ତାଙ୍କ ମା,ମାଉସୀ,ଖୁଡି, ମାଇ ସଭିଙ୍କୁ ଶାଢୀ ପିନ୍ଧି ଥିବାର ଦେଖୁଥନ୍ତି ।ସେମାନେ ଭାରି ଭଲ ମାନେ ସଂସ୍କାରୀ,ଗୁଣବତୀ ଓ ସୁଶୀଳା ହୋଇ ଥିବାରୁ ସେମାନେ ଭାବନ୍ତି ଯେ ଶାଢୀ ପିନ୍ଧି ଧିବା ଝିଅ ମଧ୍ୟ ସେମିତି ସୁଶୀଳା, ଶଂସ୍କାରୀ ଓ ଗୁଣବତୀ ହୋଇ ଥିବା। ତେଣୁ ପୁଅମାନେ ଶାଢୀ ପିନ୍ଧି ଥିବା ଝିଅ କୁ ଅଧିକ ପଶନ୍ଦ କରନ୍ତି।

Comments

Popularity post

ମନ୍ଦିର ସବୁଠାରୁ ପବିତ୍ର ସ୍ଥାନ ହୋଇଥିବା ବେଳେ ସେଥି ନଗ୍ନ ମୂର୍ତ୍ତି କାହିଁକି ରହିଥାଏ।

ଭାଈ ଭଉଣୀ କାହିଁକି ବାହା ହୁଅନ୍ତିନି କାରଣ କଣ ଜାଣନ୍ତୁ ଆଜି।

ଝିଅ ଓ ପୁଅ ଗୋରା ହେବାକୁ ଚାହାନ୍ତି ଯଦି ଗାଧୋଇବା ସମୟରେ କରିନିଆନ୍ତୁ ଏହି କାମ

ସମ୍ଭୋଗ ପରେ ମହିଳା ମାନେ କାହିଁକି ଉଦାସ ହୋଇ ପଡନ୍ତି।

17 ବର୍ଷ ରୁ କମ ବୟସର ଝିଅ ର ଦୁର୍ବଳତା କଣ ଜାଣନ୍ତୁ।