ସମ୍ଭୋଗ ପରେ ମହିଳା ମାନେ କାହିଁକି ଉଦାସ ହୋଇ ପଡନ୍ତି।
ବନ୍ଧୁ ଗଣ ପତି ପତ୍ନୀ ଙ୍କ ସମ୍ପର୍କ ସବୁ ସମ୍ପର୍କ ଠାରୁ ଅଧିକ ମହତ୍ତ୍ଵ ପୂର୍ଣ୍ଣ ଓ ବିଶ୍ବାସୀ ହୋଇଥାଏ ଏବଂ ଏ ବୟସରେ ପ୍ରେମ,ଭଲପାଇବା ,ରୋମାନ୍ସ ନିହାତି ଭାବେ କରିବା ଦରକାର।ଏହାପରେ ଆସେ ସମ୍ଭୋଗ ତେବେ ଆସନ୍ତୁ ଜାଣିବା ସମ୍ଭୋଗ ପରେ ମହିଳା ମନେ କାହିଁକି ଉଦାସ ହୋଇ ଯାଆନ୍ତି।
ସମ୍ଭୋଗ କରିସାରିବା ପରେ ମହିଳା ମାନଙ୍କ ଠାରେ ଅନେକ ପ୍ରକାର ର ପରିବର୍ତ୍ତନ ହୋଇଥାଏ। ଡକ୍ଟର ଙ୍କ କହିବା ଅନୁସାରେ ପ୍ରଜୁଷ୍ଟରନ ହର୍ମନ ର ସ୍ରାବ କମ ହୋଇଥାଏ ଏବଂ ମେଟେଟନିନେନ୍ ହାର୍ମନ ର ସ୍ରାବ ଅଧିକ ହୋଇଥାଏ।
ତେଣୁ ସେମାନଙ୍କ ର ମୁଣ୍ଡ ବ୍ୟଥା ହୋଇଥାଏ।ପରେ ସେମାନେ ଏଥିପାଇ ଉଦାସ ହୋଇ ପଡନ୍ତି।ତାଙ୍କର ମନ ଖୁସି କରିବାପାଇଁ ତାଙ୍କୁ କିଛି ମିଠା ମିଠା କଥା କୁହନ୍ତୁ ଏବଂ ଚା କରି ପୀବା ପାଇ କୁହନ୍ତୁ।


Comments
Post a Comment