ମନ୍ଦିର ସବୁଠାରୁ ପବିତ୍ର ସ୍ଥାନ ହୋଇଥିବା ବେଳେ ସେଥି ନଗ୍ନ ମୂର୍ତ୍ତି କାହିଁକି ରହିଥାଏ।

 



ମନ୍ଦିର ହେଉଛି ଭଗବାନ ଙ୍କ ବାସ ସ୍ଥଳ ।ଆପଣ ନିଶ୍ଚୟ କୌଣସି ମନ୍ଦିରକୁ ଯାଇଥିବେ ଏବଂ ସେଥି ମନୁଷ୍ୟ ର ନଗ୍ନ ମୂର୍ତ୍ତି ଥିବାର ନିଶ୍ଚିତ ଦେଖିଥିବେ। ତେବେ ଆସନ୍ତୁ ଜାଣିବା ମନ୍ଦିର ରେ ନଗ୍ନ ମୂର୍ତ୍ତି କାହିଁକି ରହିଥାଏ।



ପୂର୍ବରୁ ୠଷି ମୁନି ୠଷି ମାନଙ୍କ ପାଖକୁ ମୋକ୍ଷ ପାଇବା ପାଇଁ ଆସୁଥାନ୍ତି।ତେଣୁ ମୋକ୍ଷ ପାଇବାକୁ ଆସୁଥିବା ମନୁଷ୍ୟ କୁ ପରୀକ୍ଷା କରିବା ପାଇଁ ଋଷି ମାନେ ମନ୍ଦିରରେ ଅହି ନଗ୍ନ ମୂର୍ତ୍ତି ଲଗାଇଛନ୍ତି।ଏହା ଜାଣିବା ପାଇଁ କି ମନୁଷ୍ୟ ଅହି କାମନା ବାସନା ରୁ ବାହାରି ମୋକ୍ଷ ପାଇଁ ବାକୁ ତାର ଇଚ୍ଛାଶକ୍ତି କେତେ ରହିଛି।



ମନୁଷ୍ୟ ଜାତି କୁ ଆଗକୁ ବଢିବା ପାଇଁ ସମ୍ଭୋଗ ନିହାତି ଦରକାର ।ତେଣୁ ଆଗ ପିଢ଼ି କୁ a ବିଷୟ ରେ ଶିକ୍ଷ୍ୟା ଦେବାପାଇଁ ମଧ୍ୟ ଅହି ନଗ୍ନ ମୂର୍ତ୍ତୀ ମନ୍ଦିର ରେ ଲଗା ଯାଇଥାଏ। 

Comments

Popularity post

ଭାଈ ଭଉଣୀ କାହିଁକି ବାହା ହୁଅନ୍ତିନି କାରଣ କଣ ଜାଣନ୍ତୁ ଆଜି।

ଝିଅ ଓ ପୁଅ ଗୋରା ହେବାକୁ ଚାହାନ୍ତି ଯଦି ଗାଧୋଇବା ସମୟରେ କରିନିଆନ୍ତୁ ଏହି କାମ

ସମ୍ଭୋଗ ପରେ ମହିଳା ମାନେ କାହିଁକି ଉଦାସ ହୋଇ ପଡନ୍ତି।

17 ବର୍ଷ ରୁ କମ ବୟସର ଝିଅ ର ଦୁର୍ବଳତା କଣ ଜାଣନ୍ତୁ।

ଶାଢୀ ପିନ୍ଧା ଝିଅ ଙ୍କ ପ୍ରତି ପୁଅ ମନେ କାହିଁକି ବେଶୀ ଆକର୍ଷିତ ହୁଅନ୍ତି।