ଭାଈ ଭଉଣୀ କାହିଁକି ବାହା ହୁଅନ୍ତିନି କାରଣ କଣ ଜାଣନ୍ତୁ ଆଜି।
ଭାଈ ଭଉଣୀ କାହିଁକି ବାହା ହୁଆନ୍ତିନି । ପ୍ରାୟ ୫୫୦୦ ବର୍ଷ ପୂ୍ବରୁ ହିନ୍ଦୁ ଧର୍ମ ର ଉତ୍ପର୍ଣ ହୋଇଛି। ହିନ୍ଦୁ ଧର୍ମ ନିୟମ ଅନୁଯାୟୀ ଭାଈ ଭଉଣୀ, ରକ୍ତ ସମ୍ପର୍କ ରେ ବାହା ହେବା ମାନେ ଭଗବାନ ଙ୍କ ପାଖରେ ପାପି ହେବ ଅବମ୍ ମାରିଲା ପରେ ସେମାନେ ବହୁତ ହୋଇ ବୁଲନ୍ତି ସେମାନଙ୍କୁ ପାଣି ମିଲେନି।
ଏବେ ଜାଣିବା ମୁସଲିମ ଧର୍ମ ରେ କଣ ହୁଏ । ମୁସଲିମ ଧର୍ମ ରେ ଗୋଟେ ମାର କ୍ଷୀର ପିଥିଲ ସେମାନେ ବହାହେବେନି। ସେମାନେ ଦାଦା କକା ଙ୍କ ଝିଅ ମାନେ ଭଉଣୀ ଙ୍କୁ ବାହା ହୋଇପାରିବେ।
ଏବେ ଜାଣିବା ବିଜ୍ଞାନ କଣ କହୁଚି। ବିଜ୍ଞାନ ହିନ୍ଦୁ ଧର୍ମ ର ନିୟମ କୁ ହି ଠିକ୍ କହୁଚି। ବିଜ୍ଞାନ କହୁଚି ଭଉ ଭଉଣୀ ବାହା ହେବା ଦ୍ଵାରା ପିଲା ପାଗଳ, ମରିଲା ପିଲା , ଛୋଟା କେମ୍ପା, ଭିର୍ଣ୍ଣ କ୍ଷମ ପିଲା ଜନ୍ମ ନିଆ ।ସେଥିପାଇଁ ଭାଇ ଭଉଣୀ ବାହା ହୁଅନ୍ତିନୀ।


Comments
Post a Comment