କାହିଁକି ବିବାହ ପୂର୍ବରୁ ହଳଦୀ ଲଗାଯାଇଥାଏ।

 


ବନ୍ଧୁ ଗଣ ବିବାହ ହେଉ କି କୌଣସି ଶୁଭ କାର୍ଯ୍ୟ ହେଉ ସେଥିରେ ଶୁଭ ହେବା ପାଇଁ ଆମେ ହଳଦୀ ଲଗେଇ ଥାଉ। ତେବେ ବିବାହ ରେ ଅଧିକ କିଛି ଫାଇଦା ପାଇଁ ଆମେ ପୁଅ ଓ ଝିଅ କୁ ହଳଦୀ ଲଗେଇ ଥାଉ ।ଆସନ୍ତୁ ସେ ବିଷୟରେ ଆମେ ଜାଣିବା।

ବିବାହ ସମୟରେ ପୁଅ ଓ ଝିଅ ହଳଦୀ ଲଗାଇ ଲେ ସେମାନେ ସେ ଦିନ ସମଙ୍କ ଠାରୁ କିଛି ଖାସ ଓ ସୁନ୍ଦର କହନ୍ତି।

ହଳଦୀ ଲଗାଇ ବା ଦ୍ଵାରା ସେମାନଙ୍କର


ଦେହ ଓ ମନା ଭଲ ରହିଥାଏ।ହଳଦୀ କୁ ଖୁସିର ପ୍ରତୀକ ମାନନ୍ତି ତେଣୁ ହଳଦୀ ନକାରାତ୍ମକ ଶକ୍ତିର ଠାରୁ ଦୂରରେ ରଖେ ଓ ତାଙ୍କ ଜୀବନରେ ଖୁସି ଭାରି ଥାଏ।

ବିବାହ ରେ ବୟସ୍କ ସ୍ତ୍ରୀ ମାନେ ପୁଅ ଓ ଝିଅ କୁ ହଳଦୀ ଲଗାଇ ତାଙ୍କ ବୈବାହିକ ଜୀବନ ସୁଖିମୟ ହେଉ ବୋଲି ଭଗବାନ ଙ୍କ ଠାରେ ପ୍ରଥାନ କରିଥାନ୍ତି।



Comments

Popularity post

ମନ୍ଦିର ସବୁଠାରୁ ପବିତ୍ର ସ୍ଥାନ ହୋଇଥିବା ବେଳେ ସେଥି ନଗ୍ନ ମୂର୍ତ୍ତି କାହିଁକି ରହିଥାଏ।

ଭାଈ ଭଉଣୀ କାହିଁକି ବାହା ହୁଅନ୍ତିନି କାରଣ କଣ ଜାଣନ୍ତୁ ଆଜି।

ଝିଅ ଓ ପୁଅ ଗୋରା ହେବାକୁ ଚାହାନ୍ତି ଯଦି ଗାଧୋଇବା ସମୟରେ କରିନିଆନ୍ତୁ ଏହି କାମ

ସମ୍ଭୋଗ ପରେ ମହିଳା ମାନେ କାହିଁକି ଉଦାସ ହୋଇ ପଡନ୍ତି।

17 ବର୍ଷ ରୁ କମ ବୟସର ଝିଅ ର ଦୁର୍ବଳତା କଣ ଜାଣନ୍ତୁ।

ଶାଢୀ ପିନ୍ଧା ଝିଅ ଙ୍କ ପ୍ରତି ପୁଅ ମନେ କାହିଁକି ବେଶୀ ଆକର୍ଷିତ ହୁଅନ୍ତି।