ରାସ୍ତାରେ ବିଲେଇ ଦେଖିଲେ ଅଶୁଭ କାହିଁକି।

 ବନ୍ଧୁ ଗଣ ମଣିଷ ଆଜି ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସରିଲେ ମଧ୍ୟ କିଛି ଅନ୍ଧ୍ୟା ବିଶ୍ଵାସ କଥାକୁ ଆମେ ବିଶ୍ଵାସ କରୁ। 



କୁହାଯାଏ ଘରୁ ବାହାରିବା ସମୟରେ କେହି ଛିଙ୍କିଲେ ଅଶୁଭ ହୋଇଥାଏ।ସେହିପରି ରାସ୍ତାରେ ଯାଉଥିବା ସମୟରେ ଯଦି ବିଲେଇ ରାସ୍ତା କାଟ କରେ ତାହେଲେ ଅଶୁଭ ବୋଲି କହନ୍ତି।ଚାଲନ୍ତୁ ଏହା ବିଷୟରେ ଭଲ ଭାବରେ ଜାଣିବା।


ସାଧାରଣ ଭାବରେ ରାସ୍ତାରେ ଯାଉଥିବା ସମୟରେ ଯଦି ବିଲେଇ ବାମରୁ ଡାହାଣ କୁ ଯାଇ ରାସ୍ତା କାଟ କରେ ତାହେଲେ ଅଶୁଭ ହୋଇଥାଏ ଏବଂ ଡାହାଣରୁ ବାମକୁ ଯଦି ରାସ୍ତା କାଟ କରେ ତାହେଲେ ଅଶୁଭ ମାନନ୍ତି ନାହିଁ ।


କୁକୁର ପରି ବିଲେଇ ମାନଙ୍କ ପାଖରେ ମଧ୍ୟ ସାଷ୍ଟିୟ ଇନ୍ଦ୍ରିୟ ଥାଏ ତେଣୁ କୌଣସି ଘଟଣା ଘଟିବା ପୂର୍ବୁରୁ ସେମାନେ ଜାଣିପାରନ୍ତି।




Comments

Popularity post

ମନ୍ଦିର ସବୁଠାରୁ ପବିତ୍ର ସ୍ଥାନ ହୋଇଥିବା ବେଳେ ସେଥି ନଗ୍ନ ମୂର୍ତ୍ତି କାହିଁକି ରହିଥାଏ।

ଭାଈ ଭଉଣୀ କାହିଁକି ବାହା ହୁଅନ୍ତିନି କାରଣ କଣ ଜାଣନ୍ତୁ ଆଜି।

ଝିଅ ଓ ପୁଅ ଗୋରା ହେବାକୁ ଚାହାନ୍ତି ଯଦି ଗାଧୋଇବା ସମୟରେ କରିନିଆନ୍ତୁ ଏହି କାମ

ସମ୍ଭୋଗ ପରେ ମହିଳା ମାନେ କାହିଁକି ଉଦାସ ହୋଇ ପଡନ୍ତି।

17 ବର୍ଷ ରୁ କମ ବୟସର ଝିଅ ର ଦୁର୍ବଳତା କଣ ଜାଣନ୍ତୁ।

ଶାଢୀ ପିନ୍ଧା ଝିଅ ଙ୍କ ପ୍ରତି ପୁଅ ମନେ କାହିଁକି ବେଶୀ ଆକର୍ଷିତ ହୁଅନ୍ତି।