ସେକ୍ସ କରିବାର କେତେ ସମୟ ମଧ୍ୟ ମହିଳା ମନେ ଗର୍ଭବତୀ ହୋଇଥାନ୍ତି।
ବନ୍ଧୁ ଗଣ ଗର୍ଭବତୀ ହେବାପାଇଁ ମହିଳା ମାନଙ୍କୁ ପୁରୁଷ ସହ ସେକ୍ସ କରିବାକୁ ପଡ଼ିଥାଏ।କିନ୍ତୁ ଆଜି କାଲି ବିନା ସେକ୍ସ ରେ ମଧ୍ୟ ମହିଳା ମନେ ଗର୍ଭବତୀ ହୋଇପାରନ୍ତି ବିଜ୍ଞାନ ଯୋଗୁ।।ତେବେ ଆସନ୍ତୁ ଜାଣିବା ସେକ୍ସ କରିବାର କେତେ ସମୟ ମଧ୍ୟରେ ମହିଳା ମନେ ଗର୍ଭବତୀ ହୋଇଥାନ୍ତି।
ମହିଳା ମାନେ ସେକ୍ସ କରିସାରିବା ପରେ ସେମାନେ ଚିନ୍ତା କରିଥାନ୍ତି ଯେ ସେମାନେ କେତେ ସମୟ ପରେ ଗର୍ଭବତୀ ହୋଇ ପାରିବେ।ସେକ୍ସ କରିବାର 72 ଘଣ୍ଟା ମଧ୍ୟରେ ପୁରୁଷ ମାନଙ୍କ ଶୁକ୍ରାଣୁ ମହିଳା ମାନଙ୍କର ଅଣ୍ଡକୋଷ କୁ ଯାଇ ଭ୍ରୁଣ ସୃଷ୍ଟି କରନ୍ତି ଓ ମହିଳା ମାନେ ଗର୍ଭବତୀ ହୋଇଯାଆନ୍ତି।
ଯଦି 72 ଘଣ୍ଟା ମଧ୍ୟରେ ପୁରୁଷ ଙ୍କ ଶୁକ୍ରାଣୁ ଭ୍ରୁଣ ସୃଷ୍ଟି କରିନପାରେ ତାହେଲେ ଶୁକ୍ରାଣୁ ନଷ୍ଟ ହୋଇଯାଏ ଓ ମହିଳା ଗ୍ରଭବତି ହୋଇପାରନ୍ତି ନାହିଁ।


Comments
Post a Comment