ଗୋଟେ ରାତି ଭିତରେ ବ୍ରଣ ସମସ୍ୟାରୁ ମୁକ୍ତୀ ପାଆନ୍ତୁ।
ବନ୍ଧୁ ମାନେ ବ୍ରଣ ଆମ ମୁଁହ କୁ ଅସୁନ୍ଦର କରିବା ସହ ।ଆମ attitude କୁ ମଧ୍ୟ କାମ କରିଥାଏ।ଫଳରେ ଆମେ କାହା ପାଖରେ ଭଲରେ ହସିକି ଟିକେ କଥା ହୋଇପାରୁନେ।ଆଜି ଆପଣ ଅହି ବ୍ରଣ ସମସ୍ୟା ରୁ କେମିତି ମୁକ୍ତି ପାଇବେ ସେ ବିଷୟରେ ଆସନ୍ତୁ ଜାଣିବା।
ପ୍ରଥମେ ବ୍ରଣ ଉପରେ ବରଫ କିଛି ସମୟ ଜାଏ ଲାଜନ୍ତୁ ପରେ ତୁଥ ପେଷ୍ଟ ତା ଉପରେ କିଛି ସମୟ ଲଗେଇ ରଖନ୍ତୁ।ପରେ ଅଧା ଘଣ୍ଟା ରଖିଲା ପରେ ଥଣ୍ଡା ପାଣିରେ ତାକୁ ଧୋଇ ଦିଆନ୍ତୁ।
ରସୁଣ ଓ ଲବଙ୍ଗ କୁ ଗୁଣ୍ଡ କରି ତାର ପେଷ୍ଟ ବନାନ୍ତୁ ସେହି ପେଷ୍ଟ କୁ ସାରା ରାତି ବ୍ରଣ ଉପରେ ଲଗେଇ ଶୋଇ ଯାଆନ୍ତୁ।
ଡାଲଚିନି କୁ ଗୁଣ୍ଡ କରନ୍ତୁ ଓ ଏ ଥିରେ ମହୁ ମିଶାନ୍ତୁ ପରେ ବ୍ରଣ ଉପରେ ଅଧଘଣ୍ଟା ଲଗାଇ ରଖନ୍ତୁ ପରେ ଏହାକୁ ଭଲ ଭାବେ ଧୋଇ ପୋଛି ଦିଅନ୍ତୁ।
ଅହି ୩ ପ୍ରଣାଳୀ ଦ୍ଵାରା ଆପଣ ଙ୍କ ବ୍ରଣ ଭଲ କରିପାରିବେ ଏବଂ ମୁହଁକୁ ସୁନ୍ଦର କରିପାରିବେ।



Comments
Post a Comment