ନାରୀ ର ହସର ଲକ୍ଷଣ କୁ ଦେଖି ନାରୀ କୁ କେମିତି ଚିହ୍ନିବା।
ବନ୍ଧୁ ଗଣ ନାରୀ ମାନଙ୍କର ଫେସ୍ ଯେମିତି ଅଲଗା ଓ ସୁନ୍ଦର ହୋଇଥାଏ ଏମାନଙ୍କ ହସ ମଧ୍ୟ ଅଲଗା ଅଲଗା ଓ ସୁନ୍ଦର ମଧ୍ୟ ହୋଇଥାଏ ଆସନ୍ତୁ ଜାଣିବା କେଉଁ ନାରୀ କେମିତି ହସିଲେ ସେମାନଙ୍କ ଗୁଣ କେମିତି ହୋଇଥାଏ।
ଯେଉଁ ନାରୀ ହସିବା ବେଳେ ତାର ପୁରା ଦେହ ଥରି ଥାଏ ସେ ନାରୀ ଷୌଭାଗ୍ୟ ଶାଳୀ ହୋଇଥାଏ।।
ଯେଉଁ ନାରୀ ମାନେ ଯେଉଁ କୌଣସି ଭି କଥାରେ ମନ ଖୋଲି ହସିଥାନ୍ତି ସେମାନେ ସାରଳା ହୋଇଥାନ୍ତି।ତାଙ୍କ ମନ ଖୋଲା ରହିଥାଏ।ସେ ମାନଙ୍କ ପାଖରେ ଛନ୍ଦ କପଟ ନଥାଏ।।।ସେମାନେ ମନ କଥା ଖୋଲିକି ସାଙ୍ଗ ମାନଙ୍କୁ କହି ଦିଅନ୍ତି।।
ଯେଉଁ ନାରୀ ମାନେ କୌଣସି କଥାରେ ଠୋ ଥହୋ ହୋଇ ହସନ୍ତି ସେମାନେ ଙ୍କର୍ ଚରିତ୍ର ବହୁତ ହିଁ ଖରାପ ହୋଇ ଥାଏ।
ଯେଉଁ ନାରୀ ମୂର୍କି ହସି ରହି ଯାଆନ୍ତି ସେମାନେ ଶୁଖି ରୁହନ୍ତି ଏବଂ ପାଖ ଲୋକକୁ ମଧ୍ୟ ଶୁଖି ରଖନ୍ତି।
ଯେଉଁ ନାରୀ ହସିଲେ ଓଠର ଦୁଇ ପାଖରେ ବଡ଼ ଖାଲଗାର ସୃଷ୍ଟି ହୁଏ ସେ ବିପତି ହୁଅନ୍ତି।।
ଯେଉଁ ନାରୀ ହସିଲେ ଗାଲରେ ଖାଲ କଣା ସୃଷ୍ଟି ହୁଏ ସେ ଭାଗ୍ୟ ଶାଳୀ ହୋଇଥାନ୍ତି।




Comments
Post a Comment