ନାରୀ ର କାନ୍ଦ ଦେଖି ନାରୀ ର ପ୍ରକୃତି ଓ ଲକ୍ଷଣ ବିଷୟରେ କେମିତି ଜାଣିବେ।

 ବନ୍ଧୁ ଗଣ ସବୁ ନାରୀ ମାନଙ୍କର କାନ୍ଦ ଗୋଟେ ପ୍ରକାର ର ହୋଇ ନଥାଏ।।ଆସନ୍ତୁ ଜାଣିବା କି କେଉଁ କରି କେତେବେଳେ କାହିଁକି କନ୍ଦେ ଓ ଏହାଦ୍ବାରା ତାର ପ୍ରକୃତି କେମିତି ହୋଇଥିବା।




ଯେଉଁ ନାରୀ ଅନ୍ୟର ଦୁଃଖ ରେ ଦୁଃଖୀ ହୋଇ କାନ୍ଦନ୍ତି ସେମାନେ ବହୁତ ଦୟାଳୁ ହୋଇଥାନ୍ତି। ଏମାନେ ନିଜ ସହ ଅନ୍ୟର ବିଷୟରେ ଭି ଭାବୁଥାନ୍ତି।



ଯେଉଁ ନାରୀ ମାନେ ନିଜ ସ୍ବାର୍ଥ ରେ ସାମାନ୍ୟ ଆଘାତ ଲାଗିଲେ କାନ୍ଦି ପକାନ୍ତି ସେମାନେ ସ୍ୱର୍ଥି ହୋଇଥାନ୍ତି ସର୍ବଦା ନିଜ କଥା ଓ ନିଜ ଭଲ ହୀ ଭାବୁ ଥାନ୍ତି।


ଯେଉଁ ନାରୀମାନେ ସବୁ ସମୟରେ ଛୋଟ ମୋଟ କଥାରେ କାନ୍ଦନ୍ତି ସେମାନେ ସମସ୍ତଙ୍କ ପ୍ରିୟ ହୋଇଥାନ୍ତି।। ଯେଉଁ ନାରୀ ମାନେ ଚିତ୍କାର କରି କନ୍ଦୁ ଥାନ୍ତି ସେମାନେ ସତ୍ୟ ହୋଇଥାନ୍ତି।


ଯେଉଁ ନାରୀ ର କାନ୍ଦ ଦେଖି ଅନ୍ୟ ମାନେ କାନ୍ଦି ପକାନ୍ତି ସେମାନେ ଶୁଖି  ଓ ସୁ ଗୃହିଣୀ ହୋଇଥାନ୍ତି।

ଯେଉଁ ନାରୀ କାନ୍ଦିଲେ ଆଖିରେ ଲୁହ ନଥାଏ ସେମାନେ ଦୁଚରିତ୍ ହୋଇଥାନ୍ତି।

Comments

Popularity post

ମନ୍ଦିର ସବୁଠାରୁ ପବିତ୍ର ସ୍ଥାନ ହୋଇଥିବା ବେଳେ ସେଥି ନଗ୍ନ ମୂର୍ତ୍ତି କାହିଁକି ରହିଥାଏ।

ଭାଈ ଭଉଣୀ କାହିଁକି ବାହା ହୁଅନ୍ତିନି କାରଣ କଣ ଜାଣନ୍ତୁ ଆଜି।

ଝିଅ ଓ ପୁଅ ଗୋରା ହେବାକୁ ଚାହାନ୍ତି ଯଦି ଗାଧୋଇବା ସମୟରେ କରିନିଆନ୍ତୁ ଏହି କାମ

ସମ୍ଭୋଗ ପରେ ମହିଳା ମାନେ କାହିଁକି ଉଦାସ ହୋଇ ପଡନ୍ତି।

17 ବର୍ଷ ରୁ କମ ବୟସର ଝିଅ ର ଦୁର୍ବଳତା କଣ ଜାଣନ୍ତୁ।

ଶାଢୀ ପିନ୍ଧା ଝିଅ ଙ୍କ ପ୍ରତି ପୁଅ ମନେ କାହିଁକି ବେଶୀ ଆକର୍ଷିତ ହୁଅନ୍ତି।