ବିବାହ ରେ ପୁଅ ଝିଅ ବୟସ ର ଅନ୍ତର କାହିଁକି ଦେଖାଯାଏ।

 ଆମକୁ ଏହା ଭଲ ଭାବେ ଜଣା କି ବିବାହ ରେ ପୁଅ ଝିଅ ଥୁ ବୟସ ରେ ବଡ଼ ହେବା ଉଚିତ୍। ଅହି ପର ମୋର ଆଗରୁ ଚାଲି ଆସିଛ।କିନ୍ତୁ ବାସ୍ତବରେ ଏହା କାହିଁକି ହୋଇଥାଏ ଆସନ୍ତୁ ଜାଣିବା।।




ଝିଅ ମାନେ ପୁଅ ମାନଙ୍କ ଠାରୁ ବୟସ ଅନୁସାରେ ବୁଝିବା ଶକ୍ତି ଅଧିକ ହୋଇଥାଏ। ମାନେ ଏମାନଙ୍କ  କମ ବୟସରେ ଅଧିକ କଥା ଜାଣିବାର ଶକ୍ତି ରହିଥାଏ।।


ଯଦି ସମାନ ବୟସର ପୁଅ ଝିଅ ବିବାହ କରନ୍ତି କେହି କାହାକୁ ଭଲ ଭାବେ ବୁଝିପାରନ୍ତି ନାହିଁ।।ଫଳରେ ସେମାନେ ଏକାଠି ଅଧିକ ଦିନ ରହିପରାନ୍ତି ନାହିଁ।। ଯେତେ ବେଳେ ଝିଅକୁ ୧୨ ବର୍ଷ ହୁଏ ସେ ପ୍ରାୟ ଘର କେମିତି ଚଳିବ ସେ ବିଷୟରେ ସବୁକଛି ବୁଝି ଜାଏ କିନ୍ତୁ ପୁଅ ସେ ବୟସ ରେ ଖେଳିବା ବୁଲିବା ଓ ପଢ଼ିବା ଛଡ଼ା ଅଧିକ କିଛି ବୁଝି ପରେନି।। 



ତେଣୁ ପୁଅମାନେ ୫,୬  ବର୍ଷ ରେ ସାନ ଝିଅକୁ ହିଁ ବିବାହ କରନ୍ତି।


ପୁଅ ପ୍ରାୟ ଝିଅ ଠାରୁ ୫,୬ ବର୍ଷ ରେ ଅଧିକ ହୋଇ ଥିଲେ ଦୁହେଁ ଦୁହିଁକୁ ଭଲ ଭାବେ ବୁଝି ପାରନ୍ତି।।

Comments

Popularity post

ମନ୍ଦିର ସବୁଠାରୁ ପବିତ୍ର ସ୍ଥାନ ହୋଇଥିବା ବେଳେ ସେଥି ନଗ୍ନ ମୂର୍ତ୍ତି କାହିଁକି ରହିଥାଏ।

ଭାଈ ଭଉଣୀ କାହିଁକି ବାହା ହୁଅନ୍ତିନି କାରଣ କଣ ଜାଣନ୍ତୁ ଆଜି।

ଝିଅ ଓ ପୁଅ ଗୋରା ହେବାକୁ ଚାହାନ୍ତି ଯଦି ଗାଧୋଇବା ସମୟରେ କରିନିଆନ୍ତୁ ଏହି କାମ

ସମ୍ଭୋଗ ପରେ ମହିଳା ମାନେ କାହିଁକି ଉଦାସ ହୋଇ ପଡନ୍ତି।

17 ବର୍ଷ ରୁ କମ ବୟସର ଝିଅ ର ଦୁର୍ବଳତା କଣ ଜାଣନ୍ତୁ।

ଶାଢୀ ପିନ୍ଧା ଝିଅ ଙ୍କ ପ୍ରତି ପୁଅ ମନେ କାହିଁକି ବେଶୀ ଆକର୍ଷିତ ହୁଅନ୍ତି।