ରାତିରେ ନିଦ ହଉନିକି ଶାନ୍ତିରେ କେମିତି ଶୋଇବେ ଜାଣନ୍ତୁ।
ଦିନରେ ବହୁତ କଷ୍ଟ କରିଲା ପରେ ଆମେ ଭାବୁ ରାତିରେ କେମିତି ଶାନ୍ତି ରେ ଶୋଇବୁ। ଆଜି ଆମେ ଆପଣଙ୍କକ କୁ କହିବୁ ରାତିରେ ଶାନ୍ତିତିରେ କେମିତି ଶୋଇବେ
ପ୍ରଥମେ ଆପଣ ଖାଇ ସାରିବା ପରେ ଶୟନ କକ୍ଷ କୁ ଭଲ ଭାବରେ ସଫା କରିଦିଅନ୍ତୁ। ଏହା ପରେ ଆପଣଂକ ଖଟ କୁ ଦକ୍ଷିଣ ପୂର୍ବ କୋଣ ର କାନ୍ଥକୁ ୬ ଇଞ୍ଚ୍ ଛାଡ଼ିକି ଖଟ ଲଗାନ୍ତୁ।
ଏହା ପରେ ଆପଣ ମୁଁହ,ହାତ,ଗୋଡ଼ କୁ ଭଲ ଭାବେ ସଫା କରିନିଅନ୍ତୁ। ଅବଂ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରିକି ସୁଅନ୍ତୁ।


Comments
Post a Comment