ମହିଳା ମାନଙ୍କୁ ସ୍ମଶାନ ଘାଟ ଯିବା ମନା କାହିଁକି।।

ହିନ୍ଦୁ ଧର୍ମ ରେ ଆମେ ସମସ୍ତେ ଭଲ ଭାବେ ଜାଣି ଛେ  ଯେ ମହିଳା ମାନଙ୍କୁ ସ୍ମଶାନ କୁ ଯିବା ମନା ହୋଇ ଥାଏ।ଆସନ୍ତୁ ଏହାର କାରଣ ବିଷୟରେ ଏବେ ଆମେ ଜାଣିବା।।



ସାଧାରଣତଃ ସ୍ମଶାନ କୁ ଯିଏ ଯାଇଥାଏ ତାକୁ ଲଣ୍ଡା ହେବାକୁ ପଡ଼ିଥାଏ।କିନ୍ତୁ ଝିଅ ମାନଙ୍କୁ ଲଣ୍ଡା ହେବାକୁ ଧର୍ମ ଅନୁସାରେ ମନା କରାଯାଏ। 


ସ୍ମଶାନ ରେ ଯୁଇ ଜଳିଲା ବେଳେ କାନ୍ଦିଲେ ମାରିଥିବା ଲୋକର ଆତ୍ମା ଶାନ୍ତି ପାଇ ନଥାଏ। ସ୍ତ୍ରୀ ଲୋକ ଙ୍କ ର ହୃଦୟ ଅତି ସରଳ ହୋଇ ଥିବାରୁ ସେ କାହାରି କୁ ଜଳୁଥିବା ର ଦେଖି ନ କାନ୍ଦି ରହିପାରିବେ ନାହିଁ।


ମହିଳା ମାନଙ୍କର ହୃଦୟ ବହୁତ କୋମଳ ହୋଇଥାଏ ।ଯଦି ଚିତା ଉପରେ କାହାକୁ ଜଳୁ ଥିବାର ଦେଖି ସେ ଦରିଯାନ୍ତି ତ ହେଲେ ବହୁତ ଅସୁବିଧା ତାଙ୍କ ପାଇ ହୋଇଯାଏ।


ସ୍ମଶାନ ରେ ବହୁତ ପ୍ରେତ ରହିଥାନ୍ତି । ଅଧିକାଂଶ ପ୍ରେତ ମହିଳାଙ୍କୁ ହିଁ ହଇରାଣ କରିଥାନ୍ତି ।।


ପୁଅମାନେ ଦାହସତ୍କର କରି ଘରକୁ ଆସିଲେ ତାଙ୍କୁ ପାଣି ଇତ୍ୟାଦି ଦବାରେ ମହିଳା ମାନେ ସାହାଯ୍ୟ କରିଥାନ୍ତି ।ଅହି ସବୁ କାରଣ ପାଇ ମହିଳା ମାନେ ଙ୍କୁ ସ୍ମଶାନ ଘାଟ ଯିବା ମନ ହୋଇଥାଏ।।

Comments

Popularity post

ମନ୍ଦିର ସବୁଠାରୁ ପବିତ୍ର ସ୍ଥାନ ହୋଇଥିବା ବେଳେ ସେଥି ନଗ୍ନ ମୂର୍ତ୍ତି କାହିଁକି ରହିଥାଏ।

ଭାଈ ଭଉଣୀ କାହିଁକି ବାହା ହୁଅନ୍ତିନି କାରଣ କଣ ଜାଣନ୍ତୁ ଆଜି।

ଝିଅ ଓ ପୁଅ ଗୋରା ହେବାକୁ ଚାହାନ୍ତି ଯଦି ଗାଧୋଇବା ସମୟରେ କରିନିଆନ୍ତୁ ଏହି କାମ

ସମ୍ଭୋଗ ପରେ ମହିଳା ମାନେ କାହିଁକି ଉଦାସ ହୋଇ ପଡନ୍ତି।

17 ବର୍ଷ ରୁ କମ ବୟସର ଝିଅ ର ଦୁର୍ବଳତା କଣ ଜାଣନ୍ତୁ।

ଶାଢୀ ପିନ୍ଧା ଝିଅ ଙ୍କ ପ୍ରତି ପୁଅ ମନେ କାହିଁକି ବେଶୀ ଆକର୍ଷିତ ହୁଅନ୍ତି।