ଭାଗ୍ୟ ଶାଳୀ ଝିଅକୁ ଚିଁହିବେ କେମିତି ଜାଣନ୍ତୁ। ଭାଗ୍ୟ ଶାଳୀ ଝିଅ ଦେଖି ହିଁ ବାହା ହୁଅନ୍ତୁ ନହେଲେ ପରେ ଭାବିବେ।
ଭାଗ୍ୟ ଶାଳୀ ଝିଅମାନେ ଏମିତି ହୋଇଥାନ୍ତି ଯାହାର ପ୍ରଭାବରେ ବାପା ଘରେ ଓ ଶାଶୂ ଘର ଧନର ବର୍ଷ ହୋଇଥାଏ। ଏବଂ ଯାହା ଅସୁବିଧା ଥିବ ତାଙ୍କ ପ୍ରଭାବରେ ଦୂର ହୋଇଯାଏ। ଆସନ୍ତୁ ଏବେ ଜାଣିବା ଯେ ଭାଗ୍ୟ ଶାଳୀ ଝିଅକୁ ଚିହ୍ନି ବେ କିପରି।
ଏହିପରି ସୁଲକ୍ଷଣୀ ଝିଅମାନଙ୍କୁ ତାଙ୍କ ଆକାର ଶୈଳୀ ଓ ରଙ୍ଗ ଓ ଗଢ଼ଣ ରୁ ଜଣା ପଡ଼ିଯାଏ।
ଜଉ ଝିଅର ଜିଭ ଲାଲ ହୋଇଥିବା ସେ ଭଗ୍ୟ ଶାଳୀ ହୋଇଥିବା।
ଜଉ ଝିଅ ର ନାକ ମୁନିଆ ହୋଇ ଉପରକୁ ଉଠିଥିବା।
ଜଉ ଝିଅର ଆଖିର ଡୋଳା କଳା ଚାରିପାଖେ ପୁରା ଧଳା ରଙ୍ଗର ହୋଇଥିବା।
ଭାଗ୍ୟ ଶାଳୀ ମହିଳାଙ୍କ ହାତ ବୋହୁତ ଲମ୍ବା ହୋଇଥାଏ।
ଜଉ ଝିଅର ନାହିଁ ବହୁତ ଗଭୀର ହୋଇଥାଏ ସେ ବହୁତ ହିଁ ଲକ୍ ହୋଇଥାଏ।
ଜଉ ଝିଅର ପଦର ତଳ ଭାଗ ପୁରା ଚିକଣା ହୋଇଥାଏ। କେବେ ପଦ ଫଟି ନଥାଏ।
ଜଉ ଝିଅର କପାଳ ଟିକେ ବାହାରକୁ ବାହାରିଥିବା
ଯାହାର ଆଖିର ଆଇବୋର୍ ରେ କଳା ଯାଇ ଥିବା
ଜଉ ଝିଅ ର ଓଠ ଲାଲ ଏବଂ ବେକ ଛୋଟ ଥିବା।
ଜଉ ଝିଅ ର ଗୋଇଥି ସର୍ପ ଆକାରର ହୋଇଥାଏ।
ଯାହାର ନାଭି ତଳକୁ କଲାଯାଏ ଏବଂ କିଛି ଭି ଚିହ୍ନ ଥାଏ।
ଯାହାର କାନ ତଳୁ ଛୋଟ ହୋଇ ଉପରୁ ବଦହୋଇଥିବ ।
ଏ ସବୁ ଲକ୍ଷଣ ଜଉ ଝିଅ ବା ମହିଳା ପାଖ ରେ ଦେଖା ଜାଏ ସେ ବହୁତ ହିଁ ଭାଗ୍ୟ ଶାଳୀ ମହିଳା ହୋଇଥାଏ।


Comments
Post a Comment