କେଉ ମାନେ ଜୀବନରେ ସର୍ବଦା ଅନୁତାପ କରିଥାନ୍ତି।ତାଙ୍କ ଜୀବନ ସର୍ବଦା ଚିନ୍ତାରେ ହିଁ ଚାଲିଯାଏ।

 ଆସନ୍ତୁ ଜାଣିବା ଯୌମାନେ ଜୀବନରେ ସର୍ବଦା ତାଙ୍କ ଭୂଲ କୁ ଅନୁତାପ କରିଥାନ୍ତି କିନ୍ତୁ ସେତେ ବେଳକୁ ସବୁ କିଛି ସାରି ଯାଇଥାଏ। ଯାଉମନେ ପାଠ ପଢ଼ିନଥନ୍ତି।ବାପା ମା ଗୁରୁଜନକୁ ନ ମାନି ନିଜ ମନ ଇଛକାମ କରିଥାନ୍ତି।



ଯୌବନ ଥିବାବେଳେ ଜଉମନେ ଧାନ କମାଇ ନଥାନ୍ତି।ସେମାନେ ସର୍ବଦା ଅନ୍ୟାଉପରେ ନିର୍ଭର ହୋଇ ଅନୁତାପ କରିଥାନ୍ତି।

ଯିଏ ଜୁଆ ଖେଳି ନିଜର ଧାନ ସମ୍ପତି ହରାଇ ଥାଏ। ଏମାନେ ବହୁତ ଅନୁତାପ କରିଥାନ୍ତି।


ଯିଏ ଶଶୁର ଘରେ ସବୁଦିନେ ରହିଥାନ୍ତି।  ଯିଏ ପର ନରୀ ଉପରେ ସର୍ବଦା ନଜର ରଖିଥାଏ।ଯିଏ ପର ଧାନ ଖାଇଥାନ୍ତି।ଯିଏ ଧାନ ଲୋଭରେ ନିଜର ସ୍ତ୍ରୀ କୁ ତାର ବାପା ଘରେ ଛାଡ଼ି ଆସେ।

ନିଜ ଘର କଥା ଯିଏ ବାହାରେ କହୁଥାଏ ଶିଏ ପରେ ବହୁତ ଅନୁତାପ କରିଥାଏ।

ଯିଏ ସାଙ୍ଗ ସାଥି ମାନଙ୍କ ଠାରୁ ଋଣ ଆଣିଥାଏ ଦେଇପରିନଥାଏ।ଯିଏ ନିଜର ସମ୍ମାନ ପାଇ ସର୍ବଦା ମିଛ କହୁଥାଏ।ଏହିପରି ବ୍ୟକ୍ତି ସର୍ବଦା ଅନୁତାପ କରିଥାନ୍ତି।ଆପଣ ଏ ସବୁରୁ ବଞ୍ଚିତ ରୁହନ୍ତୁ।

Comments

Popularity post

ମନ୍ଦିର ସବୁଠାରୁ ପବିତ୍ର ସ୍ଥାନ ହୋଇଥିବା ବେଳେ ସେଥି ନଗ୍ନ ମୂର୍ତ୍ତି କାହିଁକି ରହିଥାଏ।

ଭାଈ ଭଉଣୀ କାହିଁକି ବାହା ହୁଅନ୍ତିନି କାରଣ କଣ ଜାଣନ୍ତୁ ଆଜି।

ଝିଅ ଓ ପୁଅ ଗୋରା ହେବାକୁ ଚାହାନ୍ତି ଯଦି ଗାଧୋଇବା ସମୟରେ କରିନିଆନ୍ତୁ ଏହି କାମ

ସମ୍ଭୋଗ ପରେ ମହିଳା ମାନେ କାହିଁକି ଉଦାସ ହୋଇ ପଡନ୍ତି।

17 ବର୍ଷ ରୁ କମ ବୟସର ଝିଅ ର ଦୁର୍ବଳତା କଣ ଜାଣନ୍ତୁ।

ଶାଢୀ ପିନ୍ଧା ଝିଅ ଙ୍କ ପ୍ରତି ପୁଅ ମନେ କାହିଁକି ବେଶୀ ଆକର୍ଷିତ ହୁଅନ୍ତି।