ବାହା ହେବାକୁ ଯାଉଛନ୍ତି କି ତାହେଲେ ଦେଖନ୍ତୁ
ଆପଣଂକ ପାଇଁ ଝିଅ ଦେଖା ଚାଲିଛି ଯଦି ଝିଅ ସହ କଣ କଥା ହେବେ ଆଉ ଯେମିତି କଥା ହେବେ ନିହାତି ଜାଣିବା ଦରକାର୍।ତା ଲାଇଫ ବିଷୟରେ କିଛି ପ୍ରଶ୍ନ କରିବା ଦରକାର।ଆସନ୍ତୁ ଦେଖିବା କଣ ସବୁ କଥା ହେବା ନିହାତି ଜରୁରୀ।
ପ୍ରଥମେ ଝିଅକୁ ପଚାରନ୍ତୁ ସିଆ ତମକୁ ପଶନ୍ଦ କରେ କି ନାହିଁ।ଯଦି ନାହିଁ କରେ ତାହେଲେ କାରଣ ପଚାରନ୍ତୁ।ଯଦି ହ କରେ ସେ ତମ ସହ ଖୁସିରେ ରହିପରିବତ ସେ କଥା ପଚାରନ୍ତୁ।
ଲାଇଫ କୁ ନେଇକି ତାର ସବୁଠୁ ବଡ଼ ଇଛା କଣ ପଚାରନ୍ତୁ। ଯଦି କେବେ ଦୁଃଖ କଷ୍ଟ ଆସେ ତାହେଲେ ସେ ତମ ସହ ଖୁସିରେ ରହିପାରିବନାହିଁ ସେକଥା ନିହାତି ପଚାରନ୍ତୁ।
ସିଆ କେତେ ପାଠ ପଢ଼ି ଛି।ତମେ ଯଦି ତାଠୁ କିଛି କାମ ପଢ଼ିଛ ତାକୁ କିଛି ଖରାପ ମାନେ କିଛି ଅସୁବଧା ଅଛିକି ଏ କଥା ନିହାତି ପଚାରନ୍ତୁ।
ଯଦି କିଛି ସୁବିଧା ଥାଏ ତାହେଲେ ଆଗରୁ ତାର ଆଉ କାହା ସହ ସମ୍ପର୍କ ଅଛିକି ସେ ବିଷୟରେ ପଚାରିପାରିବେ।ଯଦି ହ ତାହେଲେ ତକୁଭୁ ଲି ତମସହ ଖୁସିରେ ରହିପାରିବେ କି । ଯଦି ନା ଆପଣଂକ ଲାଇଫ ବିନ୍ଦାସ ହୋଇଗଲା ହ କରିଦିଅନ୍ତୁ।


Comments
Post a Comment