ରାଶିଫଳ ୧୩ ଏପ୍ରିଲ ୨୦୨୧
ମେଷ
ବୃଷ
ଆପଣ ପ୍ରାୟ ଦିନ ଚିନ୍ତିତ ରୁହନ୍ତି ଦ୍ୟୁନ୍ଦ୍ ରେ ରୁହନ୍ତି ।ଆଜି ଆପଣ ନିଜ ଜୀବନକୁ ନେଇ ନୂଆ ରାସ୍ତା ପ୍ରସ୍ତୁତି କରିପାରନ୍ତି
ମିଥୁନ
ଆପଣଙ୍କର ଜଉ କାମ ବାକିରହିଚି ନିଜେହିଁ ଆଜି ସମାପନ କରନ୍ତୁ।କାହା ଉପରେ ନିର୍ଭଶୀଳ ହେଲେ ଆଜି ଆପଣ ସେହି କର୍ମ ରେ ନିରାଶ ହୋଇପାରିବେ
କର୍କଟ
ସିଂହ
ଆଜି ଆପଣ କିଛି ନୂଆ କରିପାରନ୍ତି ଏହା କରିବା ପାଇଁ କାହା ଉପରେ ନିର୍ଭରଶୀଳ ହୁଅନ୍ତୁ ନାହିଁ ଅଥବା ଆପଣ ନିରାଶ ହୋଇପାରନ୍ତି
କନ୍ୟା
ଆଜି ଆପଣ କାମ କରିବାରେ କାହା ଉପରେ ନିର୍ଭର ହୁଅନ୍ତୁ ନାହିଁ ନିଜ କାମ ନିଜେ କରନ୍ତୁ।
ତୁଳା
ଆଜି ଅପଙ୍କ ଦ୍ଵାରା ସାଥୀ ସାଙ୍ଗ ପାରିବାର ର ଯାହା ସମସ୍ୟା ଥିବା ଦୂର ହୋଇପାରେ
ଧନୁ
ଆଜି ଆପଣ ଙ୍କ ପାଇ ଦିନଟି ଅତ୍ୟନ୍ତ ଭଲ ଅଟେ । ଆପଣ କୌଣସି ସମସ୍ୟାରୁ ମୁକ୍ତି ହୋଇପାରନ୍ତି
ବିଛା
ଆଜି ଆପଣକୁ ଯଦି କିଛି ନିଷ୍ପତି ନବାକୁ ପଦେ ତାହେଲେ ନିଶ୍ଚୟ ନିଅନ୍ତୁ। ପାରିବାର ସାଙ୍ଗ ସାଥି ପାଖରେ ଚୁପ୍ ରୁହନ୍ତି।
ମକର
ଆଜି ଆପଣ ନିଜ ବ୍ୟସ୍ତତା ରୁ ବାହାରି ସାଙ୍ଗ ସାଥି ସହ ମିଶାନ୍ତୁ ଦିନଟି ଭଲ ରହିବ।
ମୀନା
ଆଜି ଆପଣ ଙ୍କର ବହୁତ ଦିନରୁ ଯାହା ଭଲ କାମ କରିବାର ଇଛା ଥିବା ତାହା କରନ୍ତୁ।ସଫଳ ହେବେ।


Comments
Post a Comment