ଯାଦୁ କାଚୁ ଓ କୁଣ୍ଡିଆ ତୁରନ୍ତ ଭଲ ହୋଇଯାଏ ଏମିତି କରନ୍ତୁ
ସାଙ୍ଗମାନେ ଗରମ ବହୁତ ବଢ଼ିଆସିଲାନି । କାମରେ ବ୍ୟସ୍ତ ରହିବାରୁ ଶରୀରକୁ ଭଲରେ ଯତ୍ନନେଇପରୁନେ । ଯଦି ଆପଣଙ୍କ ର ଶରୀରରେ ଯାଦୁ, କଚୂ କିମ୍ବା କୁଣ୍ଡେଇ ହଉଚି ତେବେ ବ୍ୟସ୍ତ ହୁଅନ୍ତୁନି।ଆମେ ଆପଣଙ୍କ ପାଇଁ ଅତି ସହଜ ଘରୋଇ ଉପାୟ ଟିଏ ନେଇ ଆସିଛୁ। ପ୍ରଥମେ କର୍ପୁର ୩ ଟି ନିଅନ୍ତୁ ଓ ନଡିଆ ତେଲ ଏକ ଚାମଚ୍ ରେ ହାତରେ ଭଲଭାବେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ରାତିରେ ଶୋଇଲାବେଳେ ଲଗାଇ ସୋଇପଦନ୍ତୁ ।ସକାଳୁ ଉଠି ପାଣି ଗରମ କରି ସେହି ଜାଗାକୁ ପୋଚିନିଆନ୍ତୁ ।ଏମିତି ୭ଦିନ କରନ୍ତୁ ।ଯାଦୁ ର ଚିହ୍ନ ସହ ଚାଲିଯିବା। ମାନେ ରଖିବେ

Comments
Post a Comment